ନଓ୍ୱାଜୁଦ୍ଦିନଙ୍କୁ ଛାଡ଼ପତ୍ର ପଠାଇଲେ ପତ୍ନୀ ଆଲିଆ

ଜଣାଶୁଣା ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଆଲିଆ ସିଦ୍ଦିକି ତାଙ୍କଠାରୁ ଛାଡପତ୍ର ପାଇଁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏନେଇ ନଓ୍ୱାଜୁଦ୍ଦିନଙ୍କ ପତ୍ନୀ ଆଲିଆ ନିଜେ ହିଁ କହିଛନ୍ତି। ଆଲିଆ କହିଛନ୍ତି ଯେ ସେ ନୱାଜୁଦ୍ଦିନଙ୍କ ଠାରୁ ଛାଡପତ୍ର ପାଇଁ ମେ ୭ରେ ଏକ ଆଇନଗତ ନୋଟିସ ପଠାଇଛନ୍ତି ଏବଂ ଛାଡପତ୍ର ପରେ ରକ୍ଷଣାବେକ୍ଷଣ ମଧ୍ୟ ମାଗିଛନ୍ତି। ରକ୍

ନଓ୍ୱାଜୁଦ୍ଦିନଙ୍କୁ ଛାଡ଼ପତ୍ର ପଠାଇଲେ ପତ୍ନୀ ଆଲିଆ

About the Author