• ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବା ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା
  • ଜୁଲାଇରେ ଅଲିମ୍ପିକ୍ସ ସହ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୯୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ
  • ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ
  • ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
  • ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୪୦ ହଜାର ୧୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ
  • ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

Vastu Tips: ଘରେ ରଖନ୍ତୁ ଏହି ମାଛ, ହେବ ଧନ ବର୍ଷା !

ଏରୋୱାନାକୁ ଘରେ ରଖିବା ପ୍ରଗତିର କାରଣ ହୋଇଥାଏ । ଏହା ବ୍ୟତୀତ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏହି ମାଛକୁ ଘରେ ରଖିବା କେବଳ ଟଙ୍କା ନୁହେଁ ଧନ ସମ୍ପତ୍ତି ସହ ସୁଖଶାନ୍ତିର ମଧ୍ୟ ସମୃଦ୍ଧି ହୋଇଥାଏ ।

Vastu Tips: ଘରେ ରଖନ୍ତୁ ଏହି ମାଛ, ହେବ ଧନ ବର୍ଷା  !

Arowana Fish ଏକ ଏମିତି ଏକ ମାଛ ଯାହା ଦୁନିଆରେ ବହୁ କମ ସ୍ଥାନରେ ଦେଖିବାକୁ ମିଳିଥାଏ । ଏହି ମାଛ ଦକ୍ଷିଣ ଆମେରିକାର ଅମେଞ୍ଜନର ଓୟପୋକ୍ ଓ ରୁପନୁନୀ ନଦୀ ମାନଙ୍କରେ ଦେଖିବାକୁ ମିଳିଥାନ୍ତି । ଏହି ମାଛ ଗୁୟାନାର ସଫା ପାଣିରେ ମଧ୍ୟ ଦେଖିବାକୁ ମିଳିଥାନ୍ତି । ନଦୀର ସଫା ଓ ଦଳରେ ଥିବା ଦେଖିବାକୁ ମିଳନ୍ତି । କେବଳ ଏହା ନୁହେଁ, ଏରୋୱାନା ମାଛ ପାଣିର ଲହରୀ ସହ ପହଁରିବାକୁ ବହୁତ ପସନ୍ଦ କରିଥାଏ ।

ଲୁଣିଆ ଜଳ (Salty Water) ପ୍ରତି ସେମାନଙ୍କର ସହନଶୀଳତା ହେତୁ ଏରୋୱାନା ମାଛ ମୁଖ୍ୟତଃ ମଧୁର ବା ମିଠା ଜଳରେ ବାସ କରିଥାଏ । ଲୋକମାନେ ମଧ୍ୟ ଏହି ମାଛକୁ ନିଜ ଘରେ ଆକ୍ୱାରିୟମରେ ରଖିବାକୁ ପସନ୍ଦ କରନ୍ତି । ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ, ଏରୋୱାନାକୁ ଘରେ ରଖିବା ପ୍ରଗତିର କାରଣ ହୋଇଥାଏ । ଏହା ବ୍ୟତୀତ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏହି ମାଛକୁ ଘରେ ରଖିବା କେବଳ ଟଙ୍କା ନୁହେଁ ଧନ ସମ୍ପତ୍ତି ସହ ସୁଖଶାନ୍ତିର ମଧ୍ୟ ସମୃଦ୍ଧି ହୋଇଥାଏ ।

Also Read: America ଧମାକାରେ କମ୍ପିଉଠିଲା; ଅଚାନକ ଆସିଗଲା Earthquake

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏରୋୱାନା ମାଛ ପ୍ରାୟ ୫୦ ଦିନ ପର୍ଯ୍ୟନ୍ତ ପାଟିରେ ଅଣ୍ଡା (Egg)ରଖିପାରେ ଏବଂ ଯେତେବେଳେ ନିଜ ଛୁଆ ଟିକେ ବଡ଼ ହୋଇଥାନ୍ତି ସେତେବେଳେ କେବଳ ପାଟି ଖୋଲିଥାଏ ଏହି ମାଛ । ଏହି ମାଛଗୁଡିକ ଶକ୍ତିଶାଳୀ ଏବଂ ସାହାସୀ ସହ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ । ଏହା ୧୨୦ ସେମି ପର୍ଯ୍ୟନ୍ତ ବଢିପାରନ୍ତି । ପ୍ରାୟ ୫ କିଲୋଗ୍ରାମ ଯାଏ ଏହି ମାଛର ଓଜନ ହୋଇପାରେ । ସାଧାରଣ ପରିସ୍ଥିତିରେ ଲୋକମାନେ ଏହାକୁ ପ୍ରାୟ ଏକ କୋଟିରେ ବିକ୍ରି କରନ୍ତି, କିନ୍ତୁ କଳା ବଜାରରେ ୨ କୋଟିରୁ ଅଧିକ ମୂଲ୍ୟ ଧାର୍ଯ୍ୟ କରାଯାଇଛି।

Also Read: କ୍ରୁରତାର ସବୁ ସୀମା ଲଙ୍ଘିଲା ମଣିଷ, କୁକୁରର ଶରୀରରେ ଆରପାର୍ ଖଣ୍ଡା...ଦେଖନ୍ତୁ ଭିଡ଼ିଓ

ଏରୋୱାନା ମାଛ (Arowana Fish) ମାଂସାହାରୀ ହୋଇଥାନ୍ତି । ସେମାନେ ଜଳୀୟ କୀଟ ଏବଂ ଛୋଟ ମାଛ ଖାଇଥାନ୍ତି । ଯେତେବେଳେ ସେମାନେ ଆକ୍ୱାରିୟମରେ ବା ବନ୍ଦୀ ଅବସ୍ଥାରେ ଥାଆନ୍ତି ସେମାନେ କୀଟ, ଛୋଟ ମାଛ,  ଛୋଟ ମାଂସ ଟୁକୁଡ଼ା ଖାଇଥାନ୍ତି । ଏହି ମାଛ ଏପରି ଯେ ଏହା ଚମତ୍କାର ଭାବରେ ଡେଇଁପାରେ । ଏହା ପାଣିଠାରୁ ୫ ଫୁଟ ଉପରକୁ ଡେଇଁପାରେ । ଯେତେବେଳେ ବି ଏହି ମାଛକୁ ଆକ୍ୱାରିୟମ୍ (Aquarium)ଟ୍ୟାଙ୍କ ଘରେ ରଖାଯାଏ, ତେବେ ଏହି ମାଛର ଅବସ୍ଥାକୁ ବୁଝିବା ବହୁତ ଜରୁରୀ । ଏହି ମାଛ ସବୁଠାରୁ ଦକ୍ଷିଣ-ଏସିୟ ଦେଶରେ ସବୁଠାରୁ ଦେଖିବାକୁ ମିଳିଥାନ୍ତି ।