ଆସନ୍ତା ୩ ଦିନରେ ସାରନ୍ତୁ ବ୍ୟାଙ୍କ କାମ, ନ ହେଲେ ବଢିବ ଟେନସନ୍!

ଏପ୍ରିଲ ମାସରେ ବ୍ୟାଙ୍କଗୁଡିକ ୧୨ ଦିନ ବନ୍ଦ ରହିବ। ଏହି ମାସରେ କେବଳ ୧୮ ଦିନ ବ୍ୟାଙ୍କ କାମ ହେବ। ତେବେ ଏହି ସମସ୍ତ ଛୁଟି ସମସ୍ତ ଶାଖାରେ କାର୍ଯ୍ୟକାରୀ ହେବ ନାହିଁ।

ଆସନ୍ତା ୩ ଦିନରେ ସାରନ୍ତୁ ବ୍ୟାଙ୍କ କାମ, ନ ହେଲେ ବଢିବ ଟେନସନ୍!
Image Credit: ପ୍ରତିକାତ୍ମକ ଫଟୋ

About the Author