ଭ୍ୟାକ୍ସିନ ଲଗାଇବା ପରେ ମଧ୍ୟ କୋରୋନା ସଂକ୍ରମିତ ହେଲେ ପରେଶ ରାୱଲ

ଶୁକ୍ରବାର ପରେଶ ରାୱଲ କହିଛନ୍ତି ଯେ, ତାଙ୍କୁ କୋରୋନା ଭାଇରସ ସଂକ୍ରମିତ କରିଛି । ସେ ଟ୍ୱିଟର ମାଧ୍ୟମରେ ନିଜକୁ ସଂକ୍ରମିତ ହେବା ବିଷୟରେ ସୂଚନା ଦେଇଛନ୍ତି ଏବଂ ତାଙ୍କ ସହ ଯୋଗାଯୋଗ କରୁଥିବା ଲୋକଙ୍କୁ ଯାଞ୍ଚ କରିବାକୁ ଅପିଲ କରିଛନ୍ତି ।

ଭ୍ୟାକ୍ସିନ ଲଗାଇବା ପରେ ମଧ୍ୟ କୋରୋନା ସଂକ୍ରମିତ ହେଲେ ପରେଶ ରାୱଲ

About the Author