• ସୁନ୍ଦରଗଡ଼ ବାଲିଶଙ୍କରା ପଞ୍ଚାୟତର ସବୁ ଗାଁ ଲକ୍‌ଡାଉନ୍
  • କାଲିଠୁ ୭ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦିୟୁରପ୍ପା କୋରୋନା ପଜିଟିଭ
  • ଏଣିକି ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ
  • ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ କଟକଣା
  • କଟକ DCP ଅଫିସରେ ହେଲା ହାଇଦରର କୋଭିଡ ଟେଷ୍ଟ
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କୋରୋନା
  • ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ହଜାର ଟପିଲା
  • ମାସ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି
  • ମାସ୍କ ନ ପିନ୍ଧିଲେ ପ୍ରଥମ ଥର ୧୦୦୦, ୨ୟ ଥର ୧୦ହଜାର ଜରିମାନା

ଘରେ କର୍ପୂର ଜାଳିବାରୁ ହୋଇଥାଏ ଏହି ଜବରଦସ୍ତ ଲାଭ, ଜାଣି ଚକିତ ହେବେ ଆପଣ

ବାସ୍ତୁ ଅନୁଯାୟୀ, କର୍ପୂର ଘରୁ ନକାରାତ୍ମକ ଶକ୍ତି ନଷ୍ଟ କରିବା ପାଇଁ ବ୍ୟବହୃତ ହୁଏ । ଆଉ ଏହା କରିବା ଦ୍ୱାରା ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିଥାଏ । ଯଦି ଘରେ ନକାରାତ୍ମକ ଶକ୍ତି ଥାଏ ତେବେ କର୍ପୂର ଜଳାଯାଏ ।

ଘରେ କର୍ପୂର ଜାଳିବାରୁ ହୋଇଥାଏ ଏହି ଜବରଦସ୍ତ ଲାଭ, ଜାଣି ଚକିତ ହେବେ ଆପଣ

ଆପଣ ନିଶ୍ଚୟ ଦେଖିଥିବେ ଯେ ଅନେକ ଲୋକ ନିଜ ଘରେ କର୍ପୂର ଜଳାନ୍ତି । କର୍ପୂର ଜାଳିବା (burning camphor) ଦ୍ୱାରା ଆମ ଚାରିପାଖରେ ଥିବା ନକାରାତ୍ମକ ଶକ୍ତିଗୁଡ଼ିକୁ ନଷ୍ଟ ହୋଇଯାଏ ବୋଲି ବିଶ୍ୱାସ କରାଯାଇଥାଏ । କୁହାଯାଏ ଯେ କର୍ପୂରକୁ ଔଷଧ ରୂପେ ବ୍ୟବହାର କରାଯାଏ । ଆଉ ଯଦି ବାସ୍ତୁ ଶାସ୍ତ୍ରକୁ ବିଚାର କରାଯାଏ, ତେବେ ଏହାର ବ୍ୟବହାର ବିଷୟରେ ମଧ୍ୟ କୁହାଯାଇଛି ।

ଅଧିକ ପଢ଼ନ୍ତୁ:-ପିଏମ ମୋଦି ନେଲେ କୋରୋନା ଟିକାର ଦ୍ୱିତୀୟ ଡୋଜ୍

କର୍ପୂର ଜାଳିବାରୁ ମିଳିବ ଜବରଦସ୍ତ ଲାଭ

ବାସ୍ତୁ ଅନୁଯାୟୀ, କର୍ପୂର ଘରୁ ନକାରାତ୍ମକ ଶକ୍ତି ନଷ୍ଟ କରିବା ପାଇଁ ବ୍ୟବହୃତ ହୁଏ । ଆଉ ଏହା କରିବା ଦ୍ୱାରା ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିଥାଏ । ଯଦି ଘରେ ନକାରାତ୍ମକ ଶକ୍ତି ଥାଏ ତେବେ କର୍ପୂର ଜଳାଯାଏ ।

ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ଶେଷ ହୋଇଯାଏ । ଆଉ ବାହ୍ୟ ଶକ୍ତିର ମଧ୍ୟ ପ୍ରଭାବ ପଡ଼େ ନାହିଁ । ସୂର୍ଯ୍ୟ ଅସ୍ତ ହେବା ପରେ ଘରର ପ୍ରତ୍ୟେକ କୋଠରୀରେ ଆଲୋକ ଜାଳିବା ଉଚିତ୍ ।

ଏକାସାଙ୍ଗରେ ସନ୍ଧ୍ୟାରେ ଏକ ଲବଙ୍ଗ ଓ କିଛି କର୍ପୂରକୁ ଏକ ଛୋଟ ରୂପା ପାତ୍ରରେ ଜାଳିବା ଉଚିତ । କାରଣ ଏହା କରିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ବାହାରକୁ ଚାଲିଯାଇଥାଏ ।

ଘରର ଲୋକଙ୍କୁ ରୋଗରୁ ରକ୍ଷା କରିବା ପାଇଁ କର୍ପୂର ତେଳର କିଛି ବୁନ୍ଦା ପାଣିରେ ମିଶାଇ ସ୍ନାନ କରାଯାଇପାରେ । ଏହା କରିବା ଦ୍ୱାରା ରୋଗଗୁଡିକ ପଳାୟନ କରେ ।