• ହୀରାକୁଦ ଡ୍ୟାମ୍‌ର ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲି
  • କଟକ ବଡ଼ମ୍ବା ମା’ ଭଟ୍ଟାରିକା ମନ୍ଦିର ବେଢ଼ାରେ ମହାନଦୀ ବନ୍ୟା ଜଳ
  • ମୟୂରଭଞ୍ଜ ବହଳଦା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
  • ୨ ନାବାଳକ ଅଟକ, ଅନ୍ୟ ୨ ଜଣ ଗିରଫ
  • ବିଶ୍ବକର୍ମା ପୂଜାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ପାର୍ବଣ ଋତୁରେ ଭିଡ଼ ହୁଏ, ତେଣୁ ଏହି ୩ ମାସ ଗୁରୁତ୍ବପୂର୍ଣ୍ଣ’: DMET
  • ଭୁବନେଶ୍ବର ସବ୍‌କଲେକ୍ଟର ଅଫିସ ଓ ତହସିଲ ଅଫିସ ୫ ଦିନ ବନ୍ଦ
  • ଉଭୟ ଅଫିସର ୫ ଜଣ କୋଭିଡ ପଜିଟିଭ ଚିହ୍ନଟ ପରେ ଅଫିସ ବନ୍ଦ
  • ରାଜ୍ୟରେ ଦିନକରେ ଆଉ ୬୨୮ କୋରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ ଖଜୁରୀ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାର

ଖଜୁରୀରେ ପର୍ଯ୍ୟାପ୍ତ ପରିମାଣର ଗ୍ଲୁକୋଜ୍, ଫ୍ରୁକଟୋଜ ଏବଂ ସୁକ୍ରୋଜ୍ ମିଳିଥାଏ । ତେଣୁ ଏହାର ବ୍ୟବହାର ତୁରନ୍ତ ଶକ୍ତି ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ ଖଜୁରୀ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାର

ଖଜୁରୀ (Dates) ରେ ଲୌହ, ଖଣିଜ ପଦାର୍ଥ, କ୍ୟାଲସିୟମ୍, ଆମିନୋ ଏସିଡ୍, ଫସଫରସ୍ ଏବଂ ଭିଟାମିନ୍ ଭରପୂର ମାତ୍ରାରେ ମହଜୁଦ ଥାଏ । ସ୍ୱାସ୍ଥ୍ୟ ସହିତ ଏହା ଚର୍ମ ଓ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଖଜୁରୀରେ ଗ୍ଲୁକୋଜ ଓ ଫ୍ରୁକଟୋଜର ଭଣ୍ଡାର ରହିଥାଏ, ଯାହା ମଧୁମେହରେ ସହାୟକ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ଖଜୁରୀର ଉପକାରିତା:

ଖଜୁରୀରେ ବହୁତ ଲୌହ ରହିଛି, ଯାହା ଶରୀରରେ ରକ୍ତ ଅଭାବକୁ ଦୂର କରିବାରେ ବହୁତ ଲାଭଦାୟକ ହୋଇଥାଏ । ଖଜୁରୀରେ ଥିବା ଭିଟାମିନ୍ ବି କେଶକୁ ମଜଭୁତ କରିଥାଏ ।

ଖଜୁରୀରେ ପର୍ଯ୍ୟାପ୍ତ ପରିମାଣର ଗ୍ଲୁକୋଜ୍, ଫ୍ରୁକଟୋଜ ଏବଂ ସୁକ୍ରୋଜ୍ ମିଳିଥାଏ । ତେଣୁ ଏହାର ବ୍ୟବହାର ତୁରନ୍ତ ଶକ୍ତି ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଯଦି ଆପଣଙ୍କ ଓଜନ କମ୍ ତେବେ ଖଜୁରୀର ବ୍ୟବହାର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଚିନି, ଭିଟାମିନ୍ ଏବଂ ଅନେକ ଜରୁରୀ ପ୍ରୋଟିନ୍ ଥାଏ ଯାହା ଓଜନ ବଢାଇବା ପାଇଁ କାମ କରେ ।

ଏଥିରେ ପର୍ଯ୍ୟାପ୍ତ ପରିମାଣର ଫାଇବର ଥାଏ, ଯେଉଁଥିପାଇଁ ହଜମ ପ୍ରକ୍ରିୟା ସଠିକ୍ ରହିଥାଏ । ପ୍ରତିଦିନ ରାତିରେ ଚାରିଟି ଖଜୁରୀ ପାଣିରେ ରଖନ୍ତୁ ଏବଂ ସକାଳେ ଉଠିବା ପରେ ଏହାକୁ ଖାଆନ୍ତୁ ।