Diwali Bhagyasali Rashi: ଦୀପାବଳି ପରଠୁ ପ୍ରଭାବଶାଳୀ ଗ୍ରହଙ୍କ ଶୁଭ ଚଳନ...ଏହିସବୁ ରାଶିଙ୍କ ଚମକିବ ଭାଗ୍ୟ

Diwali Bhagyasali Rashi: ୨୪ ଅକ୍ଟୋବରରେ ବୁଧ ବିଛା ରାଶିରେ ଚଳନ କରିବେ। ୧୮ ଅକ୍ଟୋବରରେ ବୃହସ୍ପତି କର୍କଟ ରାଶିରେ ଚଳନ କରିବେ। ୯ ଅକ୍ଟୋବରରେ ଶୁକ୍ର କନ୍ୟା ରାଶିରେ ପ୍ରବେଶ କରିବେ ଏବଂ ୨ ନଭେମ୍ବର ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ଏହା ଅକ୍ଟୋବର ମାସର ପ୍ରମୁଖ ଗୋଚର ହେବ, ଯାହାର ପ୍ରଭାବ ସମ୍ପୃକ୍ତ ରାଶି ଉପରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ। ତେବେ ଏହି ଚଳନରୁ ୪ଟି ରାଶି ଖୁବ ଭାଗ୍ୟବାନ ବିବେଚିତ ହେବେ। ଆସନ୍ତୁ ଜାଣିବା ସେମାନେ ସବୁ କେଉଁ ରାଶି।

Diwali Bhagyasali Rashi: ଦୀପାବଳି ପରଠୁ ପ୍ରଭାବଶାଳୀ ଗ୍ରହଙ୍କ ଶୁଭ ଚଳନ...ଏହିସବୁ ରାଶିଙ୍କ ଚମକିବ ଭାଗ୍ୟ