କ'ଣ ଆପଣ ମଧ୍ୟ ମହିଳାଙ୍କୁ ସ୍ୱପ୍ନରେ ଏପରି କାର୍ଯ୍ୟ କରୁଥିବାର ଦେଖନ୍ତି? ତେବେ ଏହା ଶୁଭ ସଙ୍କେତ
X

କ'ଣ ଆପଣ ମଧ୍ୟ ମହିଳାଙ୍କୁ ସ୍ୱପ୍ନରେ ଏପରି କାର୍ଯ୍ୟ କରୁଥିବାର ଦେଖନ୍ତି? ତେବେ ଏହା ଶୁଭ ସଙ୍କେତ

ଯେଉଁ ପୁରୁଷଙ୍କ ସ୍ୱପ୍ନରେ ସୁନ୍ଦରୀ ନାରୀ ଆଲିଙ୍ଗନ କରନ୍ତି, ସେ ଶୀଘ୍ର ହିଁ ଧନୀ ହୋଇଯାଏ । ଯେଉଁ ବ୍ୟକ୍ତି ସ୍ୱପ୍ନରେ ନିଜ ପ୍ରେମିକାଙ୍କୁ ତ୍ୟାଗ କରନ୍ତି, ତାଙ୍କୁ ଉତ୍ତରାଧିକାରୀ ସହିତ ଅମାପ ଧନ ଓ ସମ୍ପତ୍ତି ମିଳିଥାଏ ।

କ'ଣ ଆପଣ ମଧ୍ୟ ମହିଳାଙ୍କୁ ସ୍ୱପ୍ନରେ ଏପରି କାର୍ଯ୍ୟ କରୁଥିବାର ଦେଖନ୍ତି? ତେବେ ଏହା ଶୁଭ ସଙ୍କେତ

ଆମର ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନର ଏକ ମହତ୍ୱ ରହିଛି । ଯଦି ଆପଣ ଆପଣଙ୍କର ସ୍ୱପ୍ନରେ ଜଣେ ମହିଳାଙ୍କୁ ମଧ୍ୟ ଦେଖନ୍ତ, ଏହାର ବିଶେଷ ଅର୍ଥ ଥାଇପାରେ । ବେଳେବେଳେ ସ୍ୱପ୍ନରେ ସୁନ୍ଦର ମହିଳାଙ୍କୁ ଦେଖିବାକୁ ମିଳେ, ଯାହା ଅନେକ ଭଲ ଖବର ଆଣିଥାଏ । ଯଦି ସେ ଜଣେ ମହିଳାଙ୍କୁ ସ୍ୱପ୍ନରେ ବୁର୍ଖା ପିନ୍ଧିଥିବାର ଦେଖନ୍ତି, ତେବେ ତାଙ୍କ ବନ୍ଧୁ ତାଙ୍କୁ ବିଶ୍ୱାସଘାତକତା କରିପାରନ୍ତି ।

ସ୍ୱପ୍ନରେ ଦେଖାଯାଏ ଏପରି ମହିଳା 

୧. ଯେଉଁ ପୁରୁଷଙ୍କ ସ୍ୱପ୍ନରେ ସୁନ୍ଦରୀ ନାରୀ ଆଲିଙ୍ଗନ କରନ୍ତି, ସେ ଶୀଘ୍ର ହିଁ ଧନୀ ହୋଇଯାଏ । ଯେଉଁ ବ୍ୟକ୍ତି ସ୍ୱପ୍ନରେ ନିଜ ପ୍ରେମିକାଙ୍କୁ ତ୍ୟାଗ କରନ୍ତି, ତାଙ୍କୁ ଉତ୍ତରାଧିକାରୀ ସହିତ ଅମାପ ଧନ ଓ ସମ୍ପତ୍ତି ମିଳିଥାଏ ।

୨. ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ପଶା ଖେଳୁଥିବା ମହିଳାଙ୍କୁ ଦେଖନ୍ତି, ତେବେ ସେ ରାଜ୍ୟ ଓ ସମ୍ମାନ ପାଇଥାଏ ଏବଂ ତାଙ୍କ ଧନ ସମ୍ପତ୍ତି ବଢ଼ିଥାଏ ।

୩. ଯଦି କୌଣସି ବ୍ୟକ୍ତିଙ୍କ ସ୍ୱପ୍ନରେ ପରୀଙ୍କର ଦର୍ଶନ ହୋଇଥାଏ, ତେବେ ସେ ଅବିଶ୍ୱାସନୀୟ ଧନ ପାଇଥାଏ, ଯଦିଓ ସେ ଭିକାରୀ ତେବେ ମାଲାମାଲ ହୋଇଯାଏ ।

୪. ଯଦି ଜଣେ ବ୍ୟକ୍ତି ନିଜ ଗର୍ଲଫ୍ରେଣ୍ଡ ସହିତ ସ୍ୱପ୍ନରେ ଭ୍ରମଣ କରନ୍ତି, ତେବେ ତାଙ୍କ ବିବାହିତ ଜୀବନ ବହୁତ ସୁଖଦ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ଫ୍ରାନ୍ସ ହେଲା କଠୋର, ଏହି କାରଣରୁ ଆମେରିକା ଓ ଅଷ୍ଟ୍ରେଲିଆରୁ ଫେରାଇ ନେଲା ନିଜ ରାଜଦୂତ

ଅଧିକ ପଢ଼ନ୍ତୁ:-ତାଲିବାନକୁ ନେଇ ବହୁତ ବଡ଼ ନିଷ୍ପତ୍ତି ନେଲା ଋଷ

ଅଧିକ ପଢ଼ନ୍ତୁ:-ଅକ୍ଟୋବର ୧ରୁ ଲାଗୁ ହେବ ଆପଣଙ୍କ ଦରମା ଓ ଛୁଟି ସହ ଜଡ଼ିତ ନୂଆ ନିୟମ! ଜାଣନ୍ତୁ କ'ଣ ପଡ଼ିବ ପ୍ରଭାବ...

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ଆଖି ବୁଜିଲେ ୨୮୧ ସଂକ୍ରମିତ

ଅଧିକ ପଢ଼ନ୍ତୁ:-ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

Trending news