ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କ ପରିବାରରେ ସୃଷ୍ଟି ହୋଇପାରେ ଝଡ଼
Advertisement

ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କ ପରିବାରରେ ସୃଷ୍ଟି ହୋଇପାରେ ଝଡ଼

ଚୈତ୍ର, ଶୁକ୍ଳ ପକ୍ଷ - ଚନ୍ଦ୍ର: କର୍କଟ ରାଶିରେ - ତିଥି: ଅଷ୍ଟମୀ ୧୨.୪୩ ଗତେ ନବମୀ 
ନକ୍ଷତ୍ର: ପୁନଃର୍ବସୁ, ପ୍ରାତଃ ୦୬.୫୨ ପରେ ପୁଷ୍ୟା- ରାହୁକାଳ: ଦିବା ୦୨.୫୪ ରୁ ୦୪.୨୮
ଶୁଭ ସମୟ: ୦୮.୩୭ ରୁ ୧୦.୩୦ - ଘାତଚନ୍ଦ୍ର: ନାସ୍ତି - ଘାତବାର: ମକର ରାଶିରେ

 

ପ୍ରତିକାତ୍ମକ ଫଟୋ

ଚୈତ୍ର, ଶୁକ୍ଳ ପକ୍ଷ - ଚନ୍ଦ୍ର: କର୍କଟ ରାଶିରେ - ତିଥି: ଅଷ୍ଟମୀ ୧୨.୪୩ ଗତେ ନବମୀ 
ନକ୍ଷତ୍ର: ପୁନଃର୍ବସୁ, ପ୍ରାତଃ ୦୬.୫୨ ପରେ ପୁଷ୍ୟା- ରାହୁକାଳ: ଦିବା ୦୨.୫୪ ରୁ ୦୪.୨୮
ଶୁଭ ସମୟ: ୦୮.୩୭ ରୁ ୧୦.୩୦ - ଘାତଚନ୍ଦ୍ର: ନାସ୍ତି - ଘାତବାର: ମକର ରାଶିରେ

 

ମେଷ:  ଦେହ ଓ ମନ ଭଲ ରହିବ। ଉଚ୍ଚ ସମ୍ମାନ ଲାଭ କରିବେ। ଗୃହକୁ ବିବାହ ପ୍ରସ୍ତାବ ଆସିପାରେ। ଅବସର ସମୟର ସଠିକ୍ ଉପଯୋଗ କରିବେ। ନୂତନ ଦ୍ରବ୍ୟ କ୍ରୟ କରିବେ।

ବୃଷ:  ମଉଜ ମଜଲିସରେ ଦିନ କାଟିବେ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ। କର୍ମ କ୍ଷେତ୍ରରେ ଉପରିସ୍ଥଅଧିକାରୀଙ୍କ ଆସ୍ଥା ଭାଜନ ହେବେ। ପାରିବାରିକ ସୁଖଶାନ୍ତି ବଜାୟ ରହିବ।

ମିଥୁନ:  ମନ ପ୍ରସନ୍ନ ରହିବ। ଅବସର ସମୟର ସଦ୍‌ଉପଯୋଗ କରିବେ। ବନ୍ଧୁବାନ୍ଧବଙ୍କ ଗହଣରେ ଦିନ କାଟିବେ। ଆୟ ବ୍ୟୟ ସମାନ ରହିବ। 

Also Read: ସୁନା କିଣିବାକୁ ପ୍ଲାନ୍ ଅଛି କି? ରହି ଯାଆନ୍ତୁ ୧୫ ଦିନ

କର୍କଟ:  ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ। ଛାତ୍ରଛାତ୍ରୀ ପାଠପଢାରେ ଅବହେଳା ପ୍ରଦର୍ଶନ କରିବେ।

ସିଂହ:  ଶରୀର ଆରୋଗ୍ୟ ରହିବ। ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ କରିବେ। ଦାୟିତ୍ୱବୋଧ ବୃଦ୍ଧି ପାଇବ। କୌଣସି ଗୃହ ଉପକରଣ ଭଳି ନୂତନ ସାମଗ୍ରୀ କ୍ରୟ କରିବେ।

କନ୍ୟା:  ମନ ଉତଫୁଲିତ ରହିବ। ନୂତନ ବସ୍ତ୍ର ପରିଧାନ କରିବେ। କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟ ସଚେତନ ହେବେ। ଆୟ ଅବ୍ୟାହତ ରହିବ।

Also Read: Bumper Offer! କୋରୋନା ଟିକା ନେଲେ ମାଗଣାରେ ମିଳୁଛି ଖାଦ୍ୟ, ବିଅର ଓ ଗଞ୍ଜେଇ

ତୁଳା:  ଦେହ ଓ ମନ ଭଲ ରହିବ। ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ।

ବିଛା:  ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ସନ୍ତାନ ସନ୍ତତି ଭିତ୍ତିକ ସମସ୍ୟା ଦୂରିଭୂତ ହେବ। ମନ ପ୍ରଫୁଲ୍ଲ୍ ରହିବ। ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ।

ଧନୁ:  ମାନସିକ ଓ ଶାରିରୀକ ସୁସ୍ଥତା ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶତ୍ରୁ ପରାଜିତ ହେବେ। କର୍ମ ତତ୍ପରତା ବୃଦ୍ଧି ପାଇବ।

Also Read: କୋରୋନାର ଏହି ୫ଟି 'ମାରାତ୍ମକ' ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା, ତୁରନ୍ତ ଯାଆନ୍ତୁ ଡାକ୍ତରଖାନା

ମକର:  ସାମାନ୍ୟ ଶରୀର ପୀଡା ଦେଖାଦେବ। ଆଜି ଆପଣ ନାନା ସମସ୍ୟାରେ ଜଡିତ ହେବେ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ। ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖାଦେବ।

କୁମ୍ଭ:  ଆଶାବାଦୀ ହେବେ। ଅସଂପୂର୍ଣ୍ଣ  କାର୍ଯ୍ୟ ଆଜି ସଂପୂର୍ଣ୍ଣ କରିବେ। ଅଧିନସ୍ଥ କର୍ମଚାରୀଙ୍କ  ସହଯୋଗ ପାଇବେ। ଆୟ ବ୍ୟୟ ପ୍ରାୟ ସମାନ ରହିବ। ପାରିବାରିକ ଜୀବନ ସୁଖଶାନ୍ତି ପୂର୍ଣ୍ଣ ରହିବ।

ମୀନ:  ମାନସିକ ଓ ଶାରିରୀକ ସୁସ୍ଥତା ମିଳିବ। ପାରିବାରିକ ଜୀବନ ସୁଖଶାନ୍ତି ପୂର୍ଣ୍ଣ ରହିବ। ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ। ସନ୍ତାନ ସନ୍ତତି ଭିତ୍ତିକ ସମସ୍ୟା ଦୂରିଭୂତ ହେବ।