ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ
Advertisement

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of 30 November 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of 30 November 2020: ମେଷ-  ମନୋବଳ ଟାଣ ରହିବ । ଯୋଜନା ଫଳପ୍ରସୁ ହେବ । ଦେହ ସୁସ୍ଥ ରହିବ । ଆଇନ୍ ଅଦାଲତର କାର୍ଯ୍ୟ  ଆପଣଙ୍କର ସପକ୍ଷରେ ଯିବ । ବ୍ୟବସାୟରେ ଲାଭପ୍ରଦ ହେବ ।

ବୃଷ- ଦିନଟି ଆପଣଙ୍କ ପାଇଁ ଶୁଭ ଆଶୁଭ ଫଳ ଦେବ । ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଦୁ ବାନ୍ଦବଙ୍କ ସହ ଦିନଟି କାଟିବେ । ଆୟ ଅପରିବର୍ତ୍ତିତ ରହିବ । ଅପରାହ୍ନରେ ଦୂର  ଯାତ୍ରା କରିବେ ।

ଅଧିକ ପଢ଼ନ୍ତୁ:-'ଯେକୌଣସି ସମୟରେ ହୋଇପାରେ ବିହାର ବିଧାନସଭା ନିର୍ବାଚନ, କର ପ୍ରସ୍ତୁତି'

ମିଥୁନ - ମାନସିକ ଅବସାଦ ଦେଖା ଦେବ । ଶାରୀରିକ ଅସୁସ୍ଥତା ନେଇ ଡାକ୍ତରଙ୍କର ପରାମର୍ଶ ଲୋଡିବେ । ଆ ଅପେକ୍ଷା ବ୍ୟୟ ଅଧିକ ହେବ । ରାଜନିତି ବ୍ୟକ୍ତି ବିଶେଷ ନିନ୍ଦା ଅପବାଦର ଶିକାର ହେବେ ।  

କର୍କଟ-ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟସ୍ତତା ମଧ୍ୟରେ ଦିନ କାଟିବେ । ଆୟ ଉତ୍ତମ ରହିବ । ମାଙ୍ଗଳିକ କାର୍ଯ୍ୟରେ  ଯୋଗ ଦେବେ । ଦୂର ଯାତ୍ରା ଶୁଭମୟ ହେବ ।

ସିଂହ- ବୁଦ୍ଧି ବିଚାରି କାର୍ଯ୍ୟ କରିବେ । ବିବାଦୀୟ ଘଟଣାର ଅବସାନ ଘଟିବ । ନିଜର ଅଧିକାର ସାବ୍ୟସ୍ଥ କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସାଂଗଠନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।    

ଅଧିକ ପଢ଼ନ୍ତୁ:-ଶୀଘ୍ର ଶେଷ ହୋଇଯାଉଛି କି ଆପଣଙ୍କ ଫୋନର ଇଣ୍ଟରନେଟ୍ ଡାଟା? ତ ଆଜି ହିଁ ବଦଳାଇ ନିଅନ୍ତୁ ଏସବୁ ସେଟିଂ

କନ୍ୟା- ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ । ପରିବାରରେ ହସଖୁସି ଲାଗି ରହିବ । ପଡୋଶୀଙ୍କ  ସହ ଥିବା ମନାନ୍ତର ମତାନ୍ତର ଅନ୍ତଃ ଘଟିବ ।

ତୁଳା-  ଶରୀର ସୁସ୍ଥ  ରହିବ ।  ସଫଳତା ପ୍ରାପ୍ତି ପାଇଁ ଅଧିକ ପରିଶ୍ରମ କରନ୍ତୁ । ଆୟ ବ୍ୟୟ ସମାନ ରହିବ । କାର୍ଯ୍ୟାଳୟରେ ପ୍ରଶଂସାଭାଜନେ ହେବେ । ବ୍ୟବସାୟରେ ପୁଞି ନିବେଶ କରିବେ ।

ବିଛା- ପ୍ରତେକ କାର୍ଯ୍ୟ ରେ  ପ୍ରାଧାନ୍ୟ ବିସ୍ତାର କରିବେ । କର୍ମକ୍ଷେତ୍ରରେ  ଉଚ୍ଚ ପ୍ରଶଂସିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି  ହେବ । ଦାମ୍ଫତ୍ୟ ଜୀବନ ସୁଖମୟ ହେବ ।

ଧନୁ-  ଶରୀର ଆରୋଗ୍ୟ ରହିବ । ମନ ପ୍ରଫୁଲ୍ଲିତ ରହିବ । ମଉଜ ମଜ୍‌ଲିସରେ ଦିନ କାଟିବେ । ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିବେ ।

ମକର- କର୍ମ  କ୍ଷେତ୍ରରେ ଉତ୍ସାହ ସହ ସମତ୍ତ କାର୍ଯ୍ୟ କରିବେ । ଆୟ ଅପରିବର୍ତ୍ତିତ ରହିବ । ଦେହ ମନ ଭଲ ରହିବ । ପରିବାରରେ ହସ ଖୁସି ଲାଗି ରହିବ ।

ଅଧିକ ପଢ଼ନ୍ତୁ:-ଅକ୍ସଫୋର୍ଡର କୋରୋନା ଭ୍ୟାକ୍ସିନକୁ ନେଇ ଆସିଲା ବଡ଼ ଖବର

କୁମ୍ଭ- ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଶରୀର ସୁସ୍ଥ ରହିବ । ଦୂର ଯାତ୍ରା ସଫଳ ହେବ । ପଡୋଶୀ ମାନଙ୍କ  ସହ ମଧୁରତା ହେଖା ଦେବ । ଆୟ ବୃଦ୍ଧି ହେବ । ପାରିବାରିକ ଜୀବନ ଶାନ୍ତରେ କଟିବ ।

ମୀନ- ଦାୟିତ୍ୱବାନ୍ ହେବେ । ସୁଖ ସମ୍ମାନ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ମଜ୍‌ଭୁତ୍ ହେବ । ସୁସମ୍ବାଦ ପ୍ରାପ୍ତ ହେବ । ଭୋଜିଭାତରେ ଯୋଗ ଦେବେ । ପାରିବାରିକ ଜୀବନ ଆନନ୍ଦମୟ ହେବ ।