• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

ଯଦି ଆପଣଙ୍କୁ ବି ଅଛି ଏହି ସମସ୍ୟା, ତେବେ ଭୁଲରେ ବି କରନ୍ତୁ ନାହିଁ ବାଦାମର ସେବନ

ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ ସେମାନେ ଆଦୌ ବାଦାମ (almond) ଖାଇବା ଉଚିତ୍ ନୁହେଁ । କିଡନୀ ପଥର କିମ୍ବା ଗୋଲ୍ ବ୍ଲାଡର ରୋଗରେ ମଧ୍ୟ ବାଦାମ ଖାଇବା ଉଚିତ୍ ନୁହେଁ । କାରଣ ଏହା ଲାଭଦାୟକ ନୁହେଁ ।

ଯଦି ଆପଣଙ୍କୁ ବି ଅଛି ଏହି ସମସ୍ୟା, ତେବେ ଭୁଲରେ ବି କରନ୍ତୁ ନାହିଁ ବାଦାମର ସେବନ

ପ୍ରାୟତଃ ଶୁଖିଲା ଫଳରେ ବାଦାମ (almond) ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟଧିକ ପୁଷ୍ଟିକର ବୋଲି ବିବେଚନା କରାଯାଏ । ଏଥିରେ କ୍ୟାଲସିୟମ, ଫସଫରସ୍, ଭିଟାମିନ୍ ଇ, ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଇତ୍ୟାଦି ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କୁହାଯାଏ ଦିନକୁ ୩-୪ ବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଅନ୍ୟପକ୍ଷରେ ଯଦି ଏହାକୁ ଅଧିକ ଖାଆନ୍ତି ତେବେ ଏହା ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ।

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗକୁ ନେଇ କଡ଼ା ଚେତାବନୀ ଜାରି କଲା WHO

ଏମାନେ ବାଦାମ ଖାଆନ୍ତୁ ନାହିଁ:

# ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ ସେମାନେ ଆଦୌ ବାଦାମ ଖାଇବା ଉଚିତ୍ ନୁହେଁ । କିଡନୀ ପଥର କିମ୍ବା ଗୋଲ୍ ବ୍ଲାଡର ରୋଗରେ ମଧ୍ୟ ବାଦାମ ଖାଇବା ଉଚିତ୍ ନୁହେଁ । କାରଣ ଏହା ଲାଭଦାୟକ ନୁହେଁ ।

# ବାଦାମରେ ଅନେକ ଫାଇବର ଥାଏ ଯାହା ହଜମ ପାଇଁ ଭଲ । ଏଥି ସହିତ ବାଦାମର ଅତ୍ୟଧିକ ମାତ୍ରା ଗ୍ରହଣ କରିବା ପରେ ହଜମ ପ୍ରକ୍ରିୟାରେ ସମସ୍ୟା ଆରମ୍ଭ ହୁଏ ।

# ବାଦାମରେ ଭିଟାମିନ୍-ଇର ଅଧିକ ମାତ୍ରାରେ ମିଳିଥାଏ । ଏହାର ଅଧିକ ମାତ୍ରାରେ ସେବନ ମୁଣ୍ଡବ୍ୟଥା, ଥକାପଣ ଆରମ୍ଭ ହୋଇଥାଏ । ଯଦି କୌଣସି ସ୍ୱାସ୍ଥ୍ୟ ସମସ୍ୟା ହେତୁ ଆପଣ ଆଣ୍ଟିବାୟୋଟିକ୍ ଔଷଧ ଖାଉଛନ୍ତି । ତେବେ ବାଦାମ ଖାଆନ୍ତୁ ନାହିଁ ।