ରେଳ ଯାତ୍ରୀମାନଙ୍କ ପାଇଁ ଜରୁରୀ ଖବର, ୧ ରୁ ୧୦ ଜାନୁଆରୀ ମଧ୍ୟରେ ବାତିଲ ରହିବ ଏହିସବୁ ଟ୍ରେନ୍, ଦେଖନ୍ତୁ ଲିଷ୍ଟ

Indian Railway: ନୈନି ଷ୍ଟେସନରେ ନନ୍-ଇଣ୍ଟରଲକିଂ କାର୍ଯ୍ୟ ଯୋଗୁଁ ରେଳବାଇ ପ୍ରାୟ ଦେଢ଼ଶହ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ଷ୍ଟେସନରେ କିଛି ଟ୍ରେନର ଅଟକି ରହିଥିବା ସହ କିଛି ଟ୍ରେନର ମାର୍ଗ ମଧ୍ୟ ପରିବର୍ତ୍ତନ କରିଛି ।

ରେଳ ଯାତ୍ରୀମାନଙ୍କ ପାଇଁ ଜରୁରୀ ଖବର, ୧ ରୁ ୧୦ ଜାନୁଆରୀ ମଧ୍ୟରେ ବାତିଲ ରହିବ ଏହିସବୁ ଟ୍ରେନ୍, ଦେଖନ୍ତୁ ଲିଷ୍ଟ

About the Author