ଆଇପିଏଲ ସୂଚୀ ପ୍ରକାଶ, ମୁମ୍ବାଇ-ଚେନ୍ନାଇ ଉଦଘାଟନୀ ମ୍ୟାଚ

ପ୍ରକାଶିତ ସୂଚୀ ଅନୁଯାୟୀ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ ଡବଲ ହେଡ଼ର ଡେ ରହିଛି । ଏହା ସହିତ ସର୍ବାଧିକ ୨୪ଟି ମ୍ୟାଚ ଦୁବାଇରେ ଖେଳାଯିବାକୁ ଥିବା ବେଳେ ୧୨ଟି ସାରଜାହ ଓ ୨୦ଟି ଆବୁଧାବିରେ ଖେଳାଯିବାକୁ ରହିଛି ।

ଆଇପିଏଲ ସୂଚୀ ପ୍ରକାଶ, ମୁମ୍ବାଇ-ଚେନ୍ନାଇ ଉଦଘାଟନୀ ମ୍ୟାଚ

About the Author