IPL 2022: ବ୍ରାଏନ୍ ଲାରା-ଡେଲ୍ ଷ୍ଟେନଙ୍କୁ ଆଇପିଏଲରେ ମିଳିଲା ଏକ ବଡ଼ ଦାୟିତ୍ବ

IPL 2022: ସନରାଇଜର୍ସ ହାଇଦ୍ରାବାଦ ବ୍ରାଏନ୍ ଲାରାଙ୍କୁ (Brian Lara) ବ୍ୟାଟିଂ କୋଚ୍ ଭାବରେ ଓ ଡେଲ୍ ଷ୍ଟେନ୍ (Dale steyn) ବୋଲିଂ କୋଚ୍ ଭାବରେ ନିଯୁକ୍ତ କରିଛି । ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଗୋଟିଏ ଇନିଂସରେ 400 ରନ୍ ସ୍କୋର କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ବ୍ରାଏନ୍ ଲାରା ।

IPL 2022: ବ୍ରାଏନ୍ ଲାରା-ଡେଲ୍ ଷ୍ଟେନଙ୍କୁ ଆଇପିଏଲରେ ମିଳିଲା ଏକ ବଡ଼ ଦାୟିତ୍ବ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More