• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha LifeStyle and Others
  • /ଜାଣନ୍ତୁ ଆଜିର ରାଶିଫଳ...

ଜାଣନ୍ତୁ ଆଜିର ରାଶିଫଳ...

ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

Edited ByRasmita Sahoo
Published: Mar 25, 2021, 07:00 AM IST|Updated: Mar 25, 2021, 07:00 AM IST
joinshare
ଜାଣନ୍ତୁ ଆଜିର ରାଶିଫଳ...

About the Author

    Rasmita Sahoo

    Rasmita Sahoo

    Trending

    • News
    • Photos
    • Videos
    Vigilance Case: ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ, ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ

    Vigilance Case: ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ, ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ

    2

    Student Election: ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା, BCJD ସଭାନେତ୍ରୀ କହିଲେ...

    3

    Boudh News: ମହାନଦୀରେ ମଣିଷ-କୁମ୍ଭୀର ଲଢ଼େଇ,ଦେଢ଼ ଘଣ୍ଟାର ସଂଘର୍ଷ ପରେ ମରଣ ମୁହଁରୁ ଯୁବକଙ୍କୁ ବ

    4

    Top 10 News Today:ଆଜି CEC ଜ୍ଞାନେଶ କୁମାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି, ଆଫଗାନିସ୍ତା

    5

    Top 10 News: ପୁଣି ଅଶାନ୍ତ ଯାଜପୁର ଧର୍ମଶାଳା, ଓଡ଼ିଶା ପୋଲିସକୁ ବଡ ସଫଳତା ଓ ଅନ୍ୟ ଖବର

    ଭୁବନେଶ୍ୱର: ଜାଣନ୍ତୁ କିପରି କଟିବ ଗୁରୁବାର 

    ମେଷ- ମାନସିକ ଅବସାଦ ଦେଖା ଦେବ । ଶାରୀରିକ ଅସୁସ୍ଥତା ନେଇ ଡାକ୍ତରଙ୍କର ପରାମର୍ଶ ଲୋଡିବେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ରାଜନୀତି ବ୍ୟକ୍ତି ବିଶେଷ ନିନ୍ଦା ଅପବାଦର ଶିକାର ହେବେ

    ବୃଷ- ମନୋବଳ ଟାଣ ରହିବ । ଯୋଜନା ଫଳପ୍ରଦ ହେବ । ଦେହ ସୁସ୍ଥ ରହିବ । ଆଇନ୍ ଅଦାଲତର କାର୍ଯ୍ୟ ଆପଣଙ୍କର ସପକ୍ଷରେ ଯିବ । ବ୍ୟବସାୟରେ ଲାଭପ୍ରଦ ହେବ

    ମିଥୁନ- ପ୍ରତ୍ୟେକ କାର୍ଯ୍ୟରେ ପ୍ରାଧାନ୍ୟ ବିସ୍ତାର କରିବେ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

    କର୍କଟ- ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟସ୍ତତା ମଧ୍ୟରେ ଦିନ କାଟିବେ । ଆୟ ଉତ୍ତମ ରହିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଦୂର ଯାତ୍ରା ଶୁଭମୟ ହେବ ।

    ସିଂହ- ମନ ଅସ୍ଥିର ରହିବ । ଆୟ ବାଧାପ୍ରାପ୍ତ ହେବ । ପଡୋଶୀ ମାନଙ୍କ ସହ ମନାନ୍ତର ଦେଖା ଦେବ । କର୍ମ କ୍ଷେତ୍ରରେ ଅଶାନ୍ତି ଦେଖା ଦେବ । ବ୍ୟବସାୟ ସ୍ୱଳ୍ପ ଲାଭ ହେବ ।

    କନ୍ୟା- ତରବର ଭାବେ କାର୍ଯ୍ୟ କରନ୍ତୁ ନାହଁ । ଆୟ ବ୍ୟୟ ସମାନ ରହିବ । ପଡୋଶୀ ମାନଙ୍କ ସହ ମନାନ୍ତର ଦେଖା ଦେବ । ବ୍ୟବସାୟରେ ସ୍ୱଳ୍ପ ଲାଭ ହେବ ।

    ତୁଳା- ଶରୀର ସୁସ୍ଥ ରହିବ । ସଫଳତା ପ୍ରାପ୍ତି ପାଇଁ ଅଧିକ ପରିଶ୍ରମ କରନ୍ତୁ । ଆୟ ବ୍ୟୟ ସମାନ ରହିବ । କାର୍ଯ୍ୟାଳୟରେ ପ୍ରଶଂସା ଭାଜନ ହେବେ । ବ୍ୟବସାୟରେ ପୁଞ୍ଜି ନିବେଶ କରିବେ ।

    ବିଛା- ଦିନଟି ଆପଣଙ୍କ ପାଇଁ ଶୁଭ ଓ ଅଶୁଭ ଫଳ ଦେବ । ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁ ବାନ୍ଧବଙ୍କ ସହ ଦିନଟି କାଟିବେ । ଆୟ ଅପରିବର୍ତ୍ତିତ ରହିବ । ଅପରାହ୍ନରେ ଦୂର ଯାତ୍ରା କରିବେ ।

    ଧନୁ- ସ୍ୱାସ୍ଥ୍ୟ ଭଲ ରହିବ ନାହଁ । ମନ ଭାରାକ୍ରାନ୍ତ ରହିବ । ଆୟ ବାଧାପ୍ରାପ୍ତ ହେବ । ପାରିବାରିକ ଜୀବନ ଶାନ୍ତରେ କଟିବ ।

    ମକର- କର୍ମ କ୍ଷେତ୍ରରେ ଉତ୍ସାହ ସହ ସମସ୍ତ କାର୍ଯ୍ୟ କରିବେ । ଆୟ ଅପରିବର୍ତ୍ତିତ ରହିବ । ଦେହ ମନ ଭଲ ରହିବ । ପରିବାରରେ ହସ ଖୁସି ଲାଗି ରହିବ ।

    କୁମ୍ଭ- ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଶରୀର ସୁସ୍ଥ ରହିବ । ଦୂର ଯାତ୍ରା ସଫଳ ହେବ । ପଡୋଶୀ ମାନଙ୍କ ସହ ମଧୁରତା ଦେଖା ଦେବ । ଆୟ ବୃଦ୍ଧି ହେବ । ପାରିବାରିକ ଜୀବନ ଶାନ୍ତରେ କଟିବ ।

    ମୀନ- ମନ ଉଦାସ ରହିବ । କାର୍ଯ୍ୟ ସମ୍ପାଦନରେ ବିଳମ୍ବ ହେବ । ଆୟ ବାଧା ପ୍ରାପ୍ତ ହେବ । ପାରିବାରିକ ଜୀବନ ଅଶାନ୍ତିରେ କଟିବ । ବ୍ୟବସାୟରେ ସ୍ୱଳ୍ପ ଲାଭ ଦେଖାଦେବ ।

    Add Zee News as a Preferred Source
    TAGS:
    Horoscope
    ZodiacSign