ବିଜୟଙ୍କ ମୃତ୍ୟୁରେ ନସିରୁଦ୍ଦିନ ଜଣାଇଲେ ଶୋକ, କହିଲେ ଏଭଳି କଥା...

ସରିଛି ବିଜୟ ମହାନ୍ତିଙ୍କ ଅନ୍ତିମ ସଂସ୍କାର। ବିଜୟଙ୍କ ଦେହାନ୍ତ ଫଳରେ ଓଡ଼ିଆ ସିନେ ଜଗତରେ ଏକ ଯୁଗର ଅବସାନ ଘଟିଛି। ସୃଷ୍ଟି ହୋଇଛି ଏକ ବୃହତ୍ତ ଶୂନ୍ୟସ୍ଥାନ। ବିଜୟଙ୍କ ଦେହାନ୍ତ ଅନେକ କଳାକାରଙ୍କୁ ଗଭୀର ଆଘାତ ଦେଇଛି। ଗତକାଲି ସନ୍ଧ୍ୟାରେ ଯେତେବେଳେ ବିଜୟଙ୍କ ଦେହାନ୍ତଙ୍କ ଖବର ପ୍ରଚାରିତ ହୋଇଥିଲା, ସେତେବେଳେ ଅନେକ ଏହାକୁ ଗୁଜବ ବୋଲି ଧରି ନେଇଥିଲେ

ବିଜୟଙ୍କ ମୃତ୍ୟୁରେ ନସିରୁଦ୍ଦିନ ଜଣାଇଲେ ଶୋକ, କହିଲେ ଏଭଳି କଥା...

About the Author