ଅବସର ପରର ଜୀବନକୁ ନେଇ ନିଅନ୍ତୁ ନାହିଁ ଟେନସନ୍, ଏହି ସରକାରୀ ସ୍କିମରୁ ପାଆନ୍ତୁ ବେଷ୍ଟ ପେନସନ୍

NPS: ନ୍ୟାସନାଲ ପେନସନ୍ ସିଷ୍ଟମ୍ ହେଉଛି ଏହିପରି ଏକ ପେନସନ୍ ବିକଳ୍ପ ଯାହା ଆପଣଙ୍କୁ ଅବସର ଚିନ୍ତାରୁ ମୁକ୍ତ କରିବ । ଏଥିରେ ସଞ୍ଚୟ ଅପେକ୍ଷା ଅଧିକ ସୁଧ ଉପଲବ୍ଧ, ଏହି ସ୍କିମ୍ ଗତ 12 ବର୍ଷ ମଧ୍ୟରେ ପିପିଏଫ୍ ଆକାଉଣ୍ଟ ଅପେକ୍ଷା ଅଧିକ ରିଟର୍ଣ୍ଣ ଦେଇଛି ।

ଅବସର ପରର ଜୀବନକୁ ନେଇ ନିଅନ୍ତୁ ନାହିଁ ଟେନସନ୍, ଏହି ସରକାରୀ ସ୍କିମରୁ ପାଆନ୍ତୁ ବେଷ୍ଟ ପେନସନ୍

About the Author