• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

ସ୍ମାର୍ଟଫୋନ୍ ଜଗତରେ ବିପ୍ଳବ! ଲିକ୍ ହେଲା ONEPLUS NORD N200 5Gର Specifications

OnePlus Nord N200 5G ଖୁବଶୀଘ୍ର ବଜାରକୁ ଆସିବା ନେଇ ହିଣ୍ଟ ମିଳିବା ସହ ମୋବାଇଲର Specifications, Design ଓ ଫିଚର ଲିକ୍ ହୋଇଛି।

ସ୍ମାର୍ଟଫୋନ୍ ଜଗତରେ ବିପ୍ଳବ! ଲିକ୍ ହେଲା ONEPLUS NORD N200 5Gର Specifications
ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ଜଗତରେ ଆସିବାକୁ ଯାଉଛି ଏକ ବିଳ୍ପବ। ନିକଟରେ OnePlus ଭାରତରେ Nord CE 5G ଲଞ୍ଚ କରିଛି। ତେବେ କମ୍ପାନୀ Nordର ଏକ mid-range phone series ଆଣିବ ବୋଲି ଚର୍ଚ୍ଚା ଚାଲିଛି।  OnePlus Nord N200 5G ଖୁବଶୀଘ୍ର ବଜାରକୁ ଆସିବା ନେଇ ହିଣ୍ଟ ମିଳିବା ସହ ମୋବାଇଲର  Specifications, Design ଓ ଫିଚର ଲିକ୍ ହୋଇଛି। 

ଯଦି ଲିକ୍ ହୋଇଥିବା ତଥ୍ୟ ସତ୍ୟ ହୁଏ ତେବେ ଗ୍ରାହକଙ୍କୁ ନିମ୍ନରେ ଦିଆଯାଇଥିବା ସୁବିଧା ମିଳିବ।

 

  • ଡିସପ୍ଲେ- 6.49-inch LCD Full HD+ display
  • ସ୍କ୍ରୀନ୍- 90Hz
  • ପ୍ରୋସେସର- Qualcomm Snapdragon 480 chip/Adreno 619 GPU, Android 11
  • ଷ୍ଟୋରେଜ୍- 4 GB RAM ଓ 128 GB ROM (ଏହା ବଢିପାରେ)
  • କ୍ୟାମେରା- Rear 13 MP, 2 MP, 2 MP ଓ Front 16 MP
  • ବ୍ୟାଟେରୀ- 5,000mAh (18 W fast charging)

ଦିଆଯାଇଥିବା ତଥ୍ୟ ଅନୁସାରେ ONEPLUS NORD N200 5Gରେ ତିନୋଟି ବ୍ୟାକ୍ କ୍ୟାମେରା ମିଳୁଛି। ଏହାର ଡିଜାଇନ୍ OnePlus9 ପରି ରଖାଯାଇଛି। ତେବେ କମ୍ପାନୀର ପାଇମ୍ ଫିଚର୍ alert slider ଦିଆଯାଇନାହିଁ। ସେହିପରି ଫୋନ କେବେ ଲଞ୍ଚ ହେବ ଓ ମୂଲ୍ୟ କେତେ ରହିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।