ଅଧିକ ଓଜନିଆ ବ୍ୟକ୍ତିଙ୍କୁ କୋରୋନାରେ ମୃତ୍ୟୁ ହେବାର ଆଶଙ୍କା ୩ ଗୁଣ ଅଧିକ: ରିପୋର୍ଟ

ରିପୋର୍ଟ ଅନୁଯାୟୀ, ଯଦି ଶରୀରର ମାସ ଇଣ୍ଡେକ୍ସ ୨୫ରୁ ଅଧିକ ହୁଏ । ତେବେ କୋରୋନାରେ ଗୁରୁତର ଅସୁସ୍ଥ ହେବାର ଆଶଙ୍କା ଦ୍ୱିଗୁଣିତ ହୁଏ ଏବଂ ମୃତ୍ୟୁ ଆଶଙ୍କା ୩ ଗୁଣ ବଢ଼ିଯାଏ ।

ଅଧିକ ଓଜନିଆ ବ୍ୟକ୍ତିଙ୍କୁ କୋରୋନାରେ ମୃତ୍ୟୁ ହେବାର ଆଶଙ୍କା ୩ ଗୁଣ ଅଧିକ: ରିପୋର୍ଟ

About the Author