ଯେଉଁ ବ୍ୟକ୍ତି ନିଜ ପାଇଁ ନିଜେ ଖାଦ୍ୟ ବନାନ୍ତି, ସେ ଅଧିକ ସ୍ୱାସ୍ଥ୍ୟବାନ ରୁହନ୍ତି: ଗବେଷଣା

Health Research: ସୁସ୍ଥ ରହିବାକୁ ଯଦି ଚାହୁଁଛନ୍ତି ତେବେ ବାହାରୁ ଖାଦ୍ୟ ଅର୍ଡର କରି ଖାଇବା ବନ୍ଦ କରନ୍ତୁ ଓ ଘରେ ନିଜ ପାଇଁ ନିଜେ ରୋଷେଇ କରନ୍ତୁ । ଏହା ଆମେ ନୁହେଁ, ୱାଶିଂଟନ୍ ୟୁନିଭରସିଟି ଅଫ୍ ପବ୍ଲିକ୍ ହେଲ୍ଥ ଦ୍ୱାରା କରାଯାଇଥିବା ଏକ ଗବେଷଣା କହୁଛି ।

ଯେଉଁ ବ୍ୟକ୍ତି ନିଜ ପାଇଁ ନିଜେ ଖାଦ୍ୟ ବନାନ୍ତି, ସେ ଅଧିକ ସ୍ୱାସ୍ଥ୍ୟବାନ ରୁହନ୍ତି: ଗବେଷଣା

About the Author