Akshay Tritiya 2025: ଅକ୍ଷୟ ତୃତୀୟାର ଗଜକେଶରୀ ଯୋଗ, ମାଲାମାଲ୍ ହେବେ ଏହିସବୁ ରାଶି!

Written ByNarmada Behera
Published: Apr 22, 2025, 01:45 PM IST|Updated: Apr 22, 2025, 01:45 PM IST

Akshay Tritiya 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କମରେ ଆଗକୁ ଆସୁଛି ଅକ୍ଷୟ ତୃତୀୟା। ଏହି ଦିନ ସୁଖ, ସମୃଦ୍ଧି ଓ ଧନର କାରକ ଶୁକ୍ର ଓ ଗ୍ରହମାନଙ୍କର ରାଜକୁମାର ବୁଧ ଏହି ଦିନ ସକାଳ ୬ଟା ୪୦ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ଶୁଭ ଚଳନ ଗଜକେଶରୀ ରାଜଯୋଗ ବା ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ଯୋଗ କିଛି ରାଶି ପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। ତେବେ, ଆସନ୍ତୁ ଜାଣିବା ଗଜକେଶରୀ ଯୋଗ କେଉଁସବୁ ରାଶିଙ୍କ ଭାଗ୍ୟ ଉଦୟ କରିବାକୁ ଯାଉଛି ଆସନ୍ତୁ ଜାଣିବା....