Gucci ଚଷମା ପିନ୍ଧି ଟ୍ରୋଲ ହୋଇଥିବା ଧୀରେନ୍ଦ୍ର ଶାସ୍ତ୍ରୀ ଦେଲେ ଚେତାବନୀ, କହିଲେ-ଆପଣ ମାନଙ୍କର...

Written ByJagdish Barik
Published: Jun 17, 2025, 03:27 PM IST|Updated: Jun 17, 2025, 03:27 PM IST

Dhirendra Shastri News: ବାଗେଶ୍ୱର ଧାମ ମୁଖ୍ୟ ତଥା ପ୍ରସିଦ୍ଧ କଥାକାର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପ୍ରାୟତଃ ଖବରର ଶିରୋନାମାରେ ରହିଥାନ୍ତି। ଏବେ ପୁଣି ଥରେ ସେ ଖବରରେ ଅଛନ୍ତି। ଏଥର କାରଣ ହେଉଛି ତାଙ୍କର ବ୍ରାଣ୍ଡେଡ୍ ଜ୍ୟାକେଟ୍ ଏବଂ ଚଷମା। ବିଦେଶ ଯାତ୍ରା ସମୟରେ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ୬୦ ହଜାର ଟଙ୍କାର ଜ୍ୟାକେଟ୍ ଏବଂ ଗୁଚି ଚଷମା ପିନ୍ଧିଥିଲେ। ଯାହା ପାଇଁ ତାଙ୍କୁ ଟ୍ରୋଲ୍ କରାଯାଉଛି। ଏହାର ଜବାବରେ ବାଗେଶ୍ୱର ଧାମ ସରକାର ଏବେ ବଲିଉଡକୁ ଟାର୍ଗେଟ କରିଛନ୍ତି।