Budh Surya Yuti 2025: ଏହି ତିନି ରାଶି ଉପରେ ରହିବ ସୂର୍ଯ୍ୟ-ବୁଧଙ୍କ ବିଶେଷ କୃପା, ଫେବୃଆରୀ ଦ୍ବିତୀୟ ସପ୍ତାହରେ ହେବେ ମାଲାମାଲ୍

Written ByNarmada Behera
Published: Feb 07, 2025, 12:01 PM IST|Updated: Feb 07, 2025, 12:01 PM IST

Budh Surya Yuti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଫେବୃଆରୀ ୧୧ ତାରିଖ ଦିନ ୧୨ଟା ୫୮ ମିନିଟ୍ ସମୟରେ ବୁଧ କୁମ୍ଭ ରାଶିକୁ ଚଳନ କରିବେ। ତାପରଦିନ ଅର୍ଥାତ୍, ୧୨ ତାରିଖ ଦିନ ୧୦.୩ ମିନିଟ୍ ସମୟରେ ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରିବେ। ଗୋଟିଏ ରାଶିରେ ବୁଧ-ସୂର୍ଯ୍ୟଙ୍କ ମିଳନ ବୁଧ-ସୂର୍ଯ୍ୟ ୟତି ବା ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଜାତକରେ ବୁଧ ଓ ସୂର୍ଯ୍ୟଙ୍କ ସ୍ଥିତି ଭଲ ରହିଲେ ବ୍ୟକ୍ତି ଜଣକ ଜୀବନରେ ସମସ୍ତ ସୁଖ-ସମୃଦ୍ଧି ପାଇବା ସହିତ ପ୍ରତ୍ୟକ କ୍ଷେତ୍ରରେ ସଫଳତା ଲାଭ କରିଥାଏ। ତେବେ,ଆସନ୍ତୁ ଜାଣିବା ବୁଧ-ସୂର୍ଯ୍ୟ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକାଇବାକୁ ଯାଉଛି....