Chandra Gochar 2025: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବେ ଚନ୍ଦ୍ର,ମାଲାମାଲ୍ ହେବା ସହ ଚାକିରିରେ ମିଳିବ ପଦୋନ୍ନତି!

Written ByNarmada Behera
Published: Apr 25, 2025, 11:43 AM IST|Updated: Apr 25, 2025, 11:43 AM IST

Chandra Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ମନ, ମାତା, ଚିନ୍ତା ,ଚଞ୍ଚଳତା ଓ ଖୁସିର କାରକ ଚନ୍ଦ୍ର ଚଳିତ ମାସ ୨୮ ତାରିଖ ଭୋର୍ ସମୟରେ ୪ଟା ୪୭ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ। ଚନ୍ଦ୍ରଙ୍କ ଏହି ଶୁଭ ଚଳନ କିଛି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବେ।  ଯଦି ଜାତକରେ ଚନ୍ଦ୍ରଙ୍କ ସ୍ଥିତି ମଜବୁ୍ତ ଥାଏ। ତେବେ ବ୍ୟକ୍ତି ଜୀବନରେ ଅଗ୍ରଗତି କରିବା ସହିତ ମାନଷିତ ଅଶାନ୍ତିରୁ ମୁକ୍ତି ପାଇଥାଏ। ତେବେ, ଆସନ୍ତୁ ଜାଣିବା ଚନ୍ଦ୍ରଙ୍କ କୃପାରୁ କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି। ....