Guru Gochar 2025: ଧନତେରାସରେ ବୃହସ୍ପତିଙ୍କ ଚଳନ ସୃଷ୍ଟି କରୁଛି ୨ଟି ଦୁର୍ଲଭ ଯୋଗ,ଏହି ୭ରାଶିଙ୍କ ଉପରେ ହେବ ଧନବର୍ଷା!

Written ByNarmada Behera
Published: Oct 11, 2025, 09:10 AM IST|Updated: Oct 11, 2025, 09:10 AM IST

Guru Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଏହି କ୍ରମରେ ଦେବଗୁରୁ ବୃହସ୍ପତି ମୁଥୁନ ରାଶିରୁ ୧୮ ଅକ୍ଟୋବର ରାତି ୩ଟା ୯ ମିନିଟ୍ ସମୟରେ କର୍କଟ ରାଶିକୁ ଚଳନ କରିବେ।ସେହିଦିନ ଧନତେରାସ୍ ପଡୁଛି। ଧନତେରାସ୍ ରେ ବୃହସ୍ପତିଙ୍କ ଚଳନ ଦୁର୍ଲଭ ଯୋଗ ଓ ଗଜକେଶରୀ ରାଜଯୋଗ ସୃଷ୍ଟି କରୁଛି। ଏହି ୨ ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଅମାପ ଧନ ଐଶ୍ବର୍ଯ୍ୟର ଅଧିକାରୀ ହେବା ସହ ପ୍ରଚୁର ଟଙ୍କା କମାଇଥାଏ। ତେବେ, ଆସନ୍ତୁ ଜାଣିବା ଧନତେରସ୍ ଦିନ କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।...