Advertisement
Photo Details/zeeodisha/odisha2955649
Zee OdishaPhotosRaw Turmeric Benefits: କଞ୍ଚା ହଳଦୀ ଖାଇଲେ ପାଖମାଡ଼ିବନି ଏହି ୭ଟି ରୋଗ
photoDetails0hindi

Raw Turmeric Benefits: କଞ୍ଚା ହଳଦୀ ଖାଇଲେ ପାଖମାଡ଼ିବନି ଏହି ୭ଟି ରୋଗ

Health Benefits Of Raw Turmeric: ହଳଦୀ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ଏହା ରୋଷେଇ ଘରର ସବୁଠୁ ଗୁରୁତ୍ବପୂର୍ଣ୍ଣ ମସଲା। ଏହାର ବ୍ୟବହାର ଖାଦ୍ୟରେ ହୋଇଥାଏ। କିନ୍ତୁ ଔଷଧଭାବେ ଏହା ଖୁବ୍ ମହତ୍ବପୂର୍ଣ୍ଣ। ଏହାକୁ ଔଷଧ ଭାବେ ଖାଇବା ଦ୍ବାରା ଅନେକ ସମସ୍ୟା ଦୂର ହୋଇଥାଏ। ଯଦି କୌଣସି ବ୍ୟକ୍ତି ଏହାକୁ ଲଗାତର ନିୟମିତ ଭାବେ ୧୪ ଦିନ ସେବନ କରନ୍ତି। ତେବେ, ତାଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଶରୀରରେ କଣ ସବୁ ରୋଗ ଦୂର ହୋଇଥାଏ। 

1/9

ହଳଦୀରେ ଥିବା ସକ୍ରିୟ କରକ୍ୟୁମିନ୍ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟିଇନଫ୍ଲାମେଟୋରୀ ଗୁଣରେ ଭରା। 

ALSO READ: Gold Rate Today: ଖୁସି ଖବର, ସୁନାଦରରେ ବଡ଼ ଧରଣର ହ୍ରାସ; ୨୨ କ୍ୟାରେଟ୍ କୁ ରହିଛି...

2/9

ଯାହା ସ୍ବାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ। 

 

3/9

ନିୟମିତ ହଳଦୀ ଖାଇବା ଦ୍ବାରା ଶରୀରରେ ପ୍ରବାହ ଓ ଆଣ୍ଠୁଗଣ୍ଠି ଜନିତ ସମସ୍ୟା କମିଥାଏ। 

4/9

ସେହିପରି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ। 

5/9

ଏହା ବ୍ୟତିତ ଥଣ୍ତା, କାଶ ଓ ଅନ୍ୟାନ୍ୟ ସଂକ୍ରମଣ ମଧ୍ୟ କମିଥାଏ। 

6/9

ହଳଦୀରେ ଥିବା ଆଣ୍ଟି ଇନଫ୍ଲୋମେଟାରୀ ଗୁଣ ପାଚନ ତନ୍ତ୍ରର ସନସ୍ୟାକୁ ଦୂର କରିବା ସହ ପେଟ ଫିଲିବା ଓ ଗ୍ୟାସ୍ ସମସ୍ୟା ଠାରୁ ଦୂରେଇ ରଖେ। 

7/9

ହଳଦୀରେ ଥିବା ଆଣ୍ଟି-ଅକ୍ଟିଡାଣ୍ଟ ଗୁଣ ତ୍ବଚାକୁ ସୁସ୍ଥ ଓ ଚମକଦାର୍ କରିଥାଏ। 

8/9

ମୁହଁରେ ବ୍ରଣ କିମ୍ବା ଲୋଚକେଚା ହେବାକୁ ଦିଏନି। ଏହାସହ ହୃଦରୋଗ ଓ ମଧୁମେହ ରୋଗରୁ ମଧ୍ୟ ମୁକ୍ତି ଦିଏ।

9/9

ହଳଦୀ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ବଢାଇଥାଏ। ଫଳରେ ମାସିକ ସ୍ବାସ୍ଥ୍ୟରେ ସୁଧାର ଆସିଥାଏ।

 

(Disclaimer: ଏହି ଆର୍ଟିକିଲରେ ପରାମର୍ଶ ଦିଆଯାଇଥିବା ଟିପ୍ସଗୁଡ଼ିକ କେବଳ ସାଧାରଣ ସୂଚନା ପାଇଁ। ଏହାକୁ କୌଣସି ରୋଗର କୌଣସି ପ୍ରତିକାର ଭାବେ ନେବା ପୂର୍ବରୁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରି ନିଅନ୍ତୁ। ଜୀ ଓଡ଼ିଶା ନ୍ୟୁଜ୍ ଏପରି କୌଣସି ଦାବିର ସତ୍ୟତାକୁ ନିଶ୍ଚିତ କରେ ନାହିଁ।)