Health Tips: ଖରାଦିନେ ତାଳସଜ ଖାଇଲେ ଶରୀରରୁ ମିଳେ ଏହିସବୁ ଜବରଦସ୍ତ ଫାଇଦା, ଜାଣନ୍ତୁ କ'ଣ?

Written ByNarmada Behera
Published: May 14, 2025, 01:41 PM IST|Updated: May 14, 2025, 01:41 PM IST

Health Tips:ତାଳସଜ , ଖାସ୍ କରି ଗ୍ରୀଷ୍ମ ଦିନରେ ଏହି ଫଳଟି ବିଶେଷକରି ଗାଁ ଗହଳୀରେ ମିଳିଥାଏ। ସହରରେ ମଧ୍ୟ ଏହାର ଖୁବ୍ ଚାହିଦା ଅଧିକ ରହିଛି। ତେବେ, ଆସନ୍ତୁ ଜାଣିବା ଏହି ତାଳ ସଜ ଖାଇବା ଦ୍ବାରା ଶରୀରକୁ କଣ ସବୁ ଫାଇଦା ମିଳିଥାଏ।