Navpancham Rajyog 2025: ଏହିସବୁ ରାଶିଙ୍କ ଭାଗ୍ୟ ଫିଟାଇବ ନବପଞ୍ଚମ ରାଜଯୋଗ, ଟଙ୍କା ବର୍ଷା ହେବା ସହ କିଣିବେ ନୂଆ ଘର!

Written ByNarmada Behera
Published: Jan 11, 2025, 08:46 AM IST|Updated: Jan 11, 2025, 08:46 AM IST

Navpancham Rajyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ସେନାପତି ତଥା  ରକ୍ତ, କ୍ରୋଧ, ସାହାସ ଓ ସମ୍ପତ୍ତିର କାରକ ମଙ୍ଗଳ ଜାନୁଆରୀ ୧୩ ବେଳକୁ ସୂର୍ଯ୍ୟଙ୍କ ଅଷ୍ଟମ ଘରକୁ ଚଳନ କରିବେ। ମକର ସଂକ୍ରାନ୍ତି ପୂର୍ବରୁ  ମଙ୍ଗଳଙ୍କ ଏହି ଶୁଭ ଚଳନ ନବପଞ୍ଚମ ରାଜଯୋଗ ସୃଷ୍ଟି କରୁଛି।  ଯାହାକି କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକରେ ମଙ୍ଗଳ -ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ । ତେବେ, ବ୍ୟକ୍ତି ଜଣକ ଜୀବନରେ ସାହାସୀ ହେବା ସହିତ ସମସ୍ତ କ୍ଷେତ୍ରରେ ସଫଳତା ଅର୍ଜନ କରିଥାଏ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟ-ମଙ୍ଗଳଙ୍କ କୃପାରୁ କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...