Advertisement
photoDetails0hindi

ଏଠାରେ ଚଉଠି ରାତିରେ ପୂରା ଗାଁ ବସିଥାଏ ରୁମ୍ ବାହାରେ, କାରଣ ଜାଣି ହୋଇଯିବେ ଆପଣ ଚକିତ

ଏପରି ଏକ ଗାଁ ଅଛି ଯେଉଁଠାରେ ଚଉଠି ସମୟରେ ପୁରା ଗାଁ ରୁମ୍ ବାହାରେ ବସିଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ କ’ଣ?

1/6

ନୂଆଦିଲ୍ଲୀ: ବିବାହ ଏପରି ଏକ ପବିତ୍ର ବନ୍ଧନ, ଯାହା ପୁରୁଷ ଓ ନାରୀ ମଧ୍ୟରେ ଥିବା ସମ୍ପର୍କକୁ ସାମାଜିକ ଓ ଧାର୍ମିକ ସ୍ୱୀକୃତିପ୍ରାପ୍ତ ପ୍ରଦାନ କରିଥାଏ । ଯାହା ସେମାନଙ୍କ କୌଣସି ଜୈବିକ କିମ୍ବା ପୋଷ୍ୟ ସନ୍ତାନ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅଧିକାର ଏବଂ ଦାୟିତ୍ୱ ପ୍ରତିଷ୍ଠା କରେ । ବିବାହ ଦୁଇ ପରିବାର ମଧ୍ୟ ନୂଆ ସମ୍ପର୍କ ସୃଷ୍ଟି କରିଥାଏ । 

2/6

ଦୁନିଆରେ ବିବାହକୁ ନେଇ ଅଲଗା ଅଲଗା ପ୍ରଥା ରହିଛି । କିଛି ପରମ୍ପରାରେ ଏପରି ଅଛି ଯାହାକୁ ବିଶ୍ୱାସ କରିବା ଟିକେ କଷ୍ଟକର ହୋଇପଡ଼େ ।

3/6

ଏପରି ଏକ ଗାଁ ଅଛି ଯେଉଁଠାରେ ଚଉଠି ସମୟରେ ପୁରା ଗାଁ ରୁମ୍ ବାହାରେ ବସିଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ କ’ଣ?

4/6

ଆମ ଦେଶର ରାଜସ୍ଥାନ, ପଶ୍ଚିମ ମହାରାଷ୍ଟ୍ର ଏବଂ ଗୁଜୁରାଟର ଅଞ୍ଚଳରେ କଞ୍ଜରଭାଟ୍ ନାମକ ସମ୍ପ୍ରଦାୟ ଗତ ୨୦ ବର୍ଷ ଧରି ଏହି ପୁରୁଣା ପରମ୍ପରାକୁ ଅନୁସରଣ କରୁଛି । ଏହି ପରମ୍ପରାକୁ ନିର୍ବାହ କରିବାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ନୂଆ ବହୂର ଚରିତ୍ର ବିଷୟରେ ଜାଣିବା ।

5/6

ଏହି ପରମ୍ପରା ଅନୁଯାୟୀ, ବର ଓ କନ୍ୟାକୁ କୋଠରୀ ଭିତରକୁ ଯିବା ପୂର୍ବରୁ ଏକ ଧଳା ଚାଦର ଦିଆଯାଏ ଏବଂ ନବ ବିବାହିତ ଦମ୍ପତିଙ୍କୁ ଏକ ଧଳା ଚାଦର ସହିତ ଏହି ଶଯ୍ୟାରେ ଶୋଇବାକୁ ପଡ଼େ । ସକାଳେ ସରପଞ୍ଚ ଚାଦର ଉପରେ ଦାଗ ଦେଖନ୍ତି ।

ଏହା ବି ପଢ଼ନ୍ତୁ:-ଋଷ ଯଦି ୟୁକ୍ରେନ ଉପରେ କରେ ଆକ୍ରମଣ ତ କାହାର ସାଥ୍ ଦେବ ଭାରତ? ଜାଣନ୍ତୁ କ’ଣ ଆଶା ରଖିଛି ଆମେରିକା

ଏହା ବି ପଢ଼ନ୍ତୁ:-ସେନା ନ ପଠାଇ ମଧ୍ୟ ୟୁକ୍ରେନ ଉପରେ ବଡ଼ ଆକ୍ରମଣ କଲା ଋଷ

ଏହା ବି ପଢ଼ନ୍ତୁ:-ଜାଣନ୍ତୁ 'କାଚା ବାଦାମ' ଗୀତର ଗାୟକ ଭୁବନ କେତେ ସମ୍ପତ୍ତିର ମାଲିକ, ଜାଣି ଉଡ଼ିଯିବ ଆପଣଙ୍କ ହୋଶ୍!

6/6

ଯଦି ଚାଦର ଉପରେ ଦାଗ ଥାଏ, ତେବେ ମହିଳାଙ୍କୁ ପବିତ୍ର ବୋଲି ମନେ କରାଯାଏ  । ଆଉ ଯଦି କୌଣସି ଦାଗ ଚାଦରରେ ଦେଖା ନଯାଏ ତେବେ ସେହି ମହିଳା ତାଙ୍କ ପରୀକ୍ଷାରେ ବିଫଳ ହୁଅନ୍ତି । ଏହି କାରଣରୁ ଚଉଠି ସମୟରେ ପୁରା ଗାଁ ରୁମ୍ ବାହାରେ ବସିଥାଏ ।