Shani Gochar 2025: ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ଆଜିଠୁ ବର୍ଷେ ଯାଏଁ ଧନୀ ରହିବେ ଏହିସବୁ ରାଶି!

Written ByNarmada Behera
Published: Oct 07, 2025, 02:15 PM IST|Updated: Oct 07, 2025, 02:15 PM IST
ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନିଦେବ ଗୋଟିଏ ରାଶିରୁ  ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ଅଢେଇ ବର୍ଷ ସମୟ ନେଇ ଥାଆନ୍ତି। ବର୍ତ୍ତମାନ ଶନିଦେବ ମୀନ ରାଶିରେ ଥିବା ବେଳେ ଅକ୍ଟୋବର ୭ ତାରିଖ ସକାଳ ୮ଟା ୪୫ ମିନିଟ୍ ରେ ପୂର୍ବ ଭଦ୍ରା ନକ୍ଷତ୍ରକୁ ଚଳନ

Shani Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନିଦେବ ଗୋଟିଏ ରାଶିରୁ  ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ଅଢେଇ ବର୍ଷ ସମୟ ନେଇ ଥାଆନ୍ତି। ବର୍ତ୍ତମାନ ଶନିଦେବ ମୀନ ରାଶିରେ ଥିବା ବେଳେ ଅକ୍ଟୋବର ୭ ତାରିଖ ସକାଳ ୮ଟା ୪୫ ମିନିଟ୍ ରେ ପୂର୍ବ ଭଦ୍ରା ନକ୍ଷତ୍ରକୁ ଚଳନ କରିଛନ୍ତି। ଶନିଙ୍କ ଏହି ଚଳନ କିଛି ରାଶି ପାଇଁ ବେଶ୍ ବରଦାନ ପାଲଟିବ। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ,ବ୍ୟକ୍ତି ଜୀବନରେ ଅଗ୍ରଗତି କରିବା ସହିତ ଧନ ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଆନ୍ତି। ତେବେ,ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।....