ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ,ଉଦୟ ହେବ ୫ରାଶିଙ୍କ ଭାଗ୍ୟ; ବେକାରିଙ୍କୁ ମିଳିବ ଚାକିରି ସହ...

Written ByNarmada Behera
Published: Nov 07, 2025, 08:58 AM IST|Updated: Nov 07, 2025, 08:58 AM IST

Surya Nakshatra Parivartan 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଧିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ଆଜି ସକାଳ ୬ଟା ୪୦ ମିନିଟ୍ ସମୟରେ ବିଶାଖା ନକ୍ଷତ୍ରକୁ ଚଳନ କରିଛନ୍ତି। ଏହି ନକ୍ଷତ୍ରରେ ସେ ୧୯ ନଭେମ୍ବର ପର୍ଯ୍ୟନ୍ତ ରହିବେ। ତେବେ, ସୂର୍ଯ୍ୟଦେବଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶି ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବାକୁ ଯାଉଛି। ଯଦି, ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ବିଶେଷକରି କ୍ୟାରିୟରରେ ସଫଳତା ପ୍ରାପ୍ତି କରିବା ସହିତ ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିଥାଏ। ଏବଂ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ୍ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ କୃପାରୁ କେଉଁ ରାଶିଙ୍କ ଭାଗ୍ୟ ଆଜିଠୁ ବଦଳିବାକୁ ଯାଉଛି।...