Ridge Gourd: ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ଜହ୍ନି, ହଜମ ପ୍ରକ୍ରିୟାରେ ଉନ୍ନତି ସହ ମିଳିଥାଏ ଏହି ସବୁ ଫାଇଦା...

Written ByPriyambada Rana
Published: Mar 23, 2025, 07:35 AM IST|Updated: Mar 23, 2025, 07:35 AM IST

Ridge Gourd: ଜହ୍ନି ଭାରତରେ ଖାଉଥିବା ଏକ ସାଧାରଣ ପନିପରିବା, ଯାହା ଅନେକ ପୋଷକ ତତ୍ତ୍ୱରେ ଭରପୂର ଅଟେ, ଏଥିରୁ ପ୍ରସ୍ତୁତ ଖାଦ୍ୟକୁ ଅନେକ ଲୋକ ପସନ୍ଦ କରନ୍ତି। ଏହାକୁ ରାନ୍ଧିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିନଥାଏ, କାରଣ ଏହା ନରମ ଏବଂ ସହଜରେ ସିଝିଯାଏ। ଭାରତର ପ୍ରସିଦ୍ଧ ଡାଏଟିସିଆନ୍ ଆୟୁଷୀ ଯାଦବ କହିଛନ୍ତି ଯେ ଯଦି ଆପଣ ନିୟମିତ ଭାବେ ଜହ୍ନି ଖାଆନ୍ତି, ତେବେ ସ୍ୱାସ୍ଥ୍ୟ ପାଇଁ କ’ଣ ଲାଭ ହୋଇପାରେ?