Today Horoscope:ଶ୍ରୀଗଣେଶଙ୍କ କୃପାରୁ ଆଜି ଚମକିବ ଏହି ସବୁ ରାଶିର ଭାଗ୍ୟ, ପଢନ୍ତୁ ଆଜିର ରାଶିଫଳ

Published: Jan 22, 2025, 06:42 AM IST|Updated: Jan 22, 2025, 06:42 AM IST

Horoscope Today 22 january 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୨୨ ହେଉଛି ବୁଧବାର। ଗ୍ରହ ମାନଙ୍କର ଚଳନ ହେତୁ ବୁଧବାର ରାଜଯୋଗ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ଭଗବାନ ଶ୍ରୀଗଣେଶଙ୍କ ଆଶିର୍ବାଦରୁ ବୃଷ, ମିଥୁନ ସହିତ ୫ଟି ରାଶି ଚମକିବାକୁ ଯାଉଛି। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...