Weekly Special Horoscope: ମେ' ଶେଷ ସପ୍ତାହରେ କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ,ଜାଣନ୍ତୁ ସାପ୍ତାହିକ ସ୍ପେଶାଲ୍ ରାଶିଫଳ

Written ByNarmada Behera
Published: May 18, 2025, 11:55 AM IST|Updated: May 18, 2025, 11:55 AM IST

Weekly Special Horoscope 19 to 25 may 2025: ଆରମ୍ଭ ହେବାକୁ ଯାଉଛି ମେ'ମାସର ଶେଷ ସପ୍ତାହ।  ନୂଆ ସପ୍ତାହରେ ଦୁଇଟି ଦୁର୍ଲଭ ଯୋଗ ଯୋଗ ପଡ଼ୁଛି।  ଏହି ୨ଟି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବେଶ୍ ବରଦାନ ପାଲଟିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ।  ତେବେ,ଆସନ୍ତୁ ଜାଣିବା ନୂଆ ସପ୍ତାହରେ କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ?