Weekly Special Horoscope: ମେ' ପ୍ରଥମ ସପ୍ତାହ କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ? ପଢନ୍ତୁ ସାପ୍ତାହିକ ସ୍ପେଶାଲ୍ ରାଶିଫଳ

Written ByNarmada Behera
Published: Apr 26, 2025, 12:00 PM IST|Updated: Apr 26, 2025, 12:00 PM IST

Weekly Special Horoscope 28 April To 4 May 2025: ଆରମ୍ଭ ହେବାକୁ ଯାଉଛି ମେ ମାସ। ଚଳିତ ମାସରେ ଶନି-ଗୁରୁ ୟୁତି ଭଲି ଦୁର୍ଲଭ ଯୋଗ ପଡୁଥିବା ବେଳେ  ମେ ମାସରେ ସର୍ବାଥ ସିର୍ଦ୍ଧି ଯୋଗ ପଡୁଛି। ଏହି ୨ଟି ଯୋଗ ପଡୁଥିବା କାରଣରୁ କିଛି ରାଶିଙ୍କ ଭାଗ୍ୟ ଉଜ୍ଜଳ ହେବାକୁ ଯାଉଥିବା ବେଳେ ଆଉ କିଛି ରାଶିର ଲୋକଙ୍କୁ ସତର୍କତାର ସହ ଚଳିବାକୁ ପଡିବ। ତେବେ,ଆସନ୍ତୁ ଜାଣିବା ନୂଆ ସପ୍ତାହରେ କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ?