)
ALSO READ: Gold Rate Today: ସୁନାଦରରେ ରେକର୍ଡ଼ ବୃଦ୍ଧି, ଭୁବନେଶ୍ବରରେ ଭରି ପିଛା ବଢିଲା ଏତେ ଶହ ଟଙ୍କା
)
)
)
କର୍କଟ: ନୂଆ ସପ୍ତାହ ଏହି ରାଶି ପାଇଁ ଫଳଦାୟୀ ପ୍ରମାଣିତ ହେବ। ଆର୍ଥିକ ଦୃଷ୍ଟିକୋଣରୁ ଏ-ହି ସପ୍ତାହ ଭଲ ରହିବ। ବାଣିଜ୍ୟ ବ୍ୟବସାୟରେ ଲାଭ ବଢିବ। କର୍ମକ୍ଷେତ୍ରରେ ପ୍ରଂଶାସ ସାଉଁଟିବେ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ପାଇବେ। ସପ୍ତାହ ଆରମ୍ଭରୁ କୌଣସି ପ୍ରକାର ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବେ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଗୁଡ ନ୍ୟୁଜ୍ ପାଇବେ। ଯୋଜନା ବଦ୍ଧ କାର୍ଯ୍ୟ ଗୁଡିକ ଶେଷ କରିବାରେ ସମର୍ଥ ହେବେ। ଆୟ ବ୍ୟୟ ସମାନ ରହିବ। ବ୍ୟବସାୟୀମାନେ ଦୂରଯାତ୍ରାରୁ ଶୁଭଫଳ ପାଇବେ। ପ୍ରେମୀ ମାନଙ୍କ ପାଇଁ ସପ୍ତାହଟି ଖାସ୍ ରହିବ। ଉତ୍ତମ ବୁଝାବଣା ହେବା ସହ ପରପ୍ପର ଭିତରେ ଭଲ ପାଇବା ବଢିବ। ସ୍ବାସ୍ଥ୍ୟବସ୍ଥା ମଧ୍ୟ ଭଲ ରହିବ।
)
)
)
)
)
)
)
)
ट्रेन्डिंग फोटोज़