)
ALSO READ: Gold Rate Today: ସୁନା ଦରରେ ରେକର୍ଡ ହ୍ରାସ, ଭରି ଛୁଇଁଲା ୬୫ ହଜାର
)
)
ମିଥୁନ: ନୂଆ ସପ୍ତାହ ଏହି ରାଶି ପାଇଁ ଫଳଦାୟୀ ପ୍ରମାଣିତ ହେବ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ପାଇବେ। କର୍ମକ୍ଷେତ୍ରରେ ପ୍ରଂଶାସ ସାଉଁଟିବେ। ସପ୍ତାହ ଆରମ୍ଭରୁ କୌଣସି ପ୍ରକାର ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବେ। ବାଣିଜ୍ୟ ବ୍ୟବସାୟରେ ଲାଭ ବଢିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଗୁଡ ନ୍ୟୁଜ୍ ପାଇବେ। ଯୋଜନା ବଦ୍ଧ କାର୍ଯ୍ୟ ଗୁଡିକ ଶେଷ କରିବାରେ ସମର୍ଥ ହେବେ। ଆର୍ଥିକ ଦୃଷ୍ଟିକୋଣରୁ ଏ-ହି ସପ୍ତାହ ଭଲ ରହିବ। ଆୟ ବ୍ୟୟ ସମାନ ରହିବ। ବ୍ୟବସାୟୀମାନେ ଦୂରଯାତ୍ରାରୁ ଶୁଭଫଳ ପାଇବେ। ପ୍ରେମୀ ମାନଙ୍କ ପାଇଁ ସପ୍ତାହଟି ଖାସ୍ ରହିବ। ଉତ୍ତମ ବୁଝାବଣା ହେବା ସହ ପରପ୍ପର ଭିତରେ ଭଲ ପାଇବା ବଢିବ। ସ୍ବାସ୍ଥ୍ୟବସ୍ଥା ମଧ୍ୟ ଭଲ ରହିବ।
)
)
)
କନ୍ୟା: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ମଙ୍ଗଳମୟ ରହିବ। ବାଣିଜ୍ୟ-ବ୍ୟବସାୟରେ ଲାଭ ପୂର୍ବ ସପ୍ତାହ ଅପେକ୍ଷା ବଢିବ। ସପ୍ତାହର ପ୍ରଥମାର୍ଦ୍ଧରେ, ଦୂରସ୍ଥାନକୁ ପରିବାର ସହିତ ଯାତ୍ରା କରିବାକୁ ପଡିପାରେ। ସପ୍ତାହର ମଧ୍ୟ ଭାଗରେ ଆର୍ଥିକ ସ୍ଥିତିରେ କିଛିଟା ପରିବର୍ତ୍ତନ ଆସିବ। ଦିର୍ଘ ଦିନରୁ ଅଧା ପଡିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଭଲ ରହିବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଡେଟ୍ ରେ ଯିବେ। ବୈବାହିକ ଜୀବନ ସୁଖମୟ ରହିବ। ଅବିବାହିତ ଲୋକଙ୍କ ବିବାହ ସ୍ଥିର ହେବ।
)
ତୁଳା: ନୂଆ ସପ୍ତାହଟି ବ୍ୟବସାୟୀମାନଙ୍କ ପାଇଁଭଲ ରହିବ। ବାଣିଜ୍ୟ ବ୍ୟବସାୟରେ ଚାଲିଥିବା ମାନ୍ଦା ବସ୍ଥାରେ ସୁଧାର ଆସିବ। ବିଦେଶରେ ଭଲ କଲେଜ୍ ରେ ଆଡମିଶନ ପାଇଁ ଆଶା ରଖିଥିବା ଆଶାୟୀଙ୍କ ଆଶା ପୂରଣ ହେବ। ସିଙ୍ଗିଲ୍ ଥିବା ବ୍ୟକ୍ତି-ମାନେ କୌଣସି ପ୍ରକାର ପ୍ରେମ ସମ୍ପର୍କରେ ଆସିପାରନ୍ତି। ପ୍ରେମୀ ମାନଙ୍କ ପାଇଁ ସମୟ ଶୁଭ ରହିବ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି। ସେମାନେ ନିଜ ସାଥୀଙ୍କୁ ବିବାହ କରିବା ନେଇ ପ୍ରତିଶ୍ରୃତି ଦେବେ। ସପ୍ତାହ ଶେଷରେ ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିବେ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବା ସହିତ ଶୁଭ ଖବର ପାଇବେ।
)
)
)
)
)
ट्रेन्डिंग फोटोज़