Post Office Scheme: ପୋଷ୍ଟ ଅଫିସର ଏହି ଯୋଜନାରେ ହୁଅନ୍ତୁ ସାମିଲ୍...ପ୍ରତି ମାସରେ ପାଇବେ ୬୧ ହଜାର ପେନସନ

Post Office Scheme: PPF ରେ ୧୫ ଯୁକ୍ତ ୫ ଯୁକ୍ତ ୫ ନିବେଶ ରଣନୀତି ଗ୍ରହଣ କରି, ଆପଣ ୨୫ ବର୍ଷରେ ୧.୦୩ କୋଟିର କର୍ପସ ସଂଗ୍ରହ କରିପାରିବେ। ଏହି ରାଶି ଉପରେ ସୁଧ ଆପଣଙ୍କୁ ପ୍ରତି ମାସରେ ୬୧ ହଜାର ପର୍ଯ୍ୟନ୍ତ ରୋଜଗାର ଦେଇପାରିବ।

Post Office Scheme: ପୋଷ୍ଟ ଅଫିସର ଏହି ଯୋଜନାରେ ହୁଅନ୍ତୁ ସାମିଲ୍...ପ୍ରତି ମାସରେ ପାଇବେ ୬୧ ହଜାର ପେନସନ

About the Author

Rashmita Sahoo

Rashmita Sahoo

ଦୀର୍ଘ୫ ବର୍ଷ ଧରି ଜୀ ପରିବାର ସହ ମୁଁ ଜଡ଼ିତ...ଆଉ ଏ ଯାତ୍ରା ଆଗକୁ ବି ଜାରି ରହିବ
      
Read More