ସଞ୍ଜୟଙ୍କ ବୟାନ ରେକର୍ଡ କଲା ବାନ୍ଦ୍ରା ପୋଲିସ

ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତ ୩୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ଟିଭି ଦୁନିଆରୁ ବଲିଉଡରେ ପାଦ ରଖିଥିବା ସୁଶାନ୍ତଙ୍କର ଗତମାସ ୧୪ ତାରିଖରେ ବାନ୍ଦ୍ରାସ୍ଥିତ ତାଙ୍କ ଘରୁ ମୃତଦେହ ମିଳିଥିଲା। ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ପୋଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ପୁଙ୍ଖ

ସଞ୍ଜୟଙ୍କ ବୟାନ ରେକର୍ଡ କଲା ବାନ୍ଦ୍ରା ପୋଲିସ

About the Author