ସୀମାନେ ନାଚିଲେ ସେନା, ଭିଡ଼ିଓ ଭାଇରାଲ...

ସୀମାରେ ଭାରତୀୟ ସେନା ମନୋରଞ୍ଜନ କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗୁଛି। ଭାରତ ଓ ପାକିସ୍ତାନ ସୀମାରେ ଭାରତୀୟ ସେନା ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡ଼ିଓକୁ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହଓ୍ୱାଗ ନିଜ ଇନଷ୍ଟାଗ୍ରାମରେ

ସୀମାନେ ନାଚିଲେ ସେନା, ଭିଡ଼ିଓ ଭାଇରାଲ...

About the Author