• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଏପରି ମହିଳାମାନେ ନିଜ ସ୍ୱାମୀଙ୍କ ପାଇଁ ଖୋଲନ୍ତି ଭାଗ୍ୟର ଦ୍ୱାର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବୃଷ ରାଶିର ଝିଅମାନେ ଭାଗ୍ୟବାନ ହୋଇଥାନ୍ତି । କୁହାଯାଏ ଯେ ଏହି ରାଶିର ଝିଅମାନେ ଯେଉଁ ଘରେ ଯାଆନ୍ତି, ସେଠାରେ ଧନସମ୍ପତ୍ତିର ଅଭାବ ହୋଇ ନଥାଏ ।

ଏପରି ମହିଳାମାନେ ନିଜ ସ୍ୱାମୀଙ୍କ ପାଇଁ ଖୋଲନ୍ତି ଭାଗ୍ୟର ଦ୍ୱାର

ଯେକୌଣସି ବ୍ୟକ୍ତିର ପ୍ରକୃତି, ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ତାଙ୍କ ରାଶିରୁ ଜଣାପଡ଼ିଥାଏ । କେବଳ ଏତିକି ନୁହେଁ, ପ୍ରତ୍ୟେକ ରାଶିର ଏକ ସ୍ୱାମୀ ଗ୍ରହ ମଧ୍ୟ ରହିଥାଏ । ଆଜି ଆମେ ଆପଣଙ୍କୁ ସେହି ମହିଳାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ସ୍ୱାମୀଙ୍କ ପାଇଁ ଭାଗ୍ୟବାନ ବିବେଚିତ ହୁଅନ୍ତି । ଆସନ୍ତୁ ଜାଣିବା...

ଭାଗ୍ୟଶାଳୀ ହୋଇଥାଏ ଏପରି ମହିଳାମାନେ:

# ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବୃଷ ରାଶିର ଝିଅମାନେ ଭାଗ୍ୟବାନ ହୋଇଥାନ୍ତି । କୁହାଯାଏ ଯେ ଏହି ରାଶିର ଝିଅମାନେ ଯେଉଁ ଘରେ ଯାଆନ୍ତି, ସେଠାରେ ଧନସମ୍ପତ୍ତିର ଅଭାବ ହୋଇ ନଥାଏ ।

# ମେଷ ରାଶିର ଝିଅମାନେ ବୁଦ୍ଧିମାନ ହୋଇଥାନ୍ତି । ଏହା ସହିତ ସେ ସର୍ବଦା ନିଜ ଆଖପାଖର ଲୋକଙ୍କୁ ଖୁସି ରଖିବାକୁ ଚାହାଁନ୍ତି । ଏହି ରାଶିର ଝିଅମାନେ ନିଜ ସ୍ୱାମୀଙ୍କ ପାଇଁ ଭାଗ୍ୟବାନ ବୋଲି ମନେ କରାଯାଏ ।

ଅଧିକ ପଢ଼ନ୍ତୁ:-ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଏସବୁ ଲାଭ

# କୁମ୍ଭ ରାଶିର ଝିଅମାନେ ଆତ୍ମବିଶ୍ୱାସୀ ଓ ସ୍ୱତନ୍ତ୍ର ବିଚାରର ହୋଇଥାନ୍ତି । ସେମାନେ ତାଙ୍କ ଶାଶୁ ଘରେ ସୁଖ ବିସ୍ତାର କରନ୍ତି । କେବଳ ଏତିକି ନୁହେଁ କଠିନ ସମୟରେ ସେ ସ୍ୱାମୀଙ୍କ ହାତ ଛାଡନ୍ତି ନାହିଁ ।

# ମୀନ ରାଶି ଝିଅମାନେ ଉତ୍ସାହୀ ଓ ଯତ୍ନଶୀଳ ହୋଇଥାନ୍ତି । ସେମାନେ ସ୍ୱାମୀଙ୍କ ଖୁସିର ଧ୍ୟାନ ରଖନ୍ତି । କୁହାଯାଏ ଯେ ଯେଉଁ ବ୍ୟକ୍ତିଙ୍କ ସହ ସେମାନ ବିବାହ କରନ୍ତି ସେ ଅଗ୍ରଗତି କରନ୍ତି ।