ଆଖି ବୁଜିଲେ ସୁରେଶ ରାଇନାଙ୍କ ଭାଇ, ଅପରାଧୀଙ୍କୁ ଧରିବା ପାଇଁ ପୋଲିସକୁ ଅପିଲ କଲେ ଷ୍ଟାର ଖେଳାଳି

ରାଇନା (Suresh Raina) ମଙ୍ଗଳବାର ଟ୍ୱିଟ୍ କରି ପଞ୍ଜାବ ପୋଲିସ (Punjab Police) କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ, ପଞ୍ଜାବରେ ମୋ ପରିବାର ସହିତ ଯାହା ଘଟିଛି ତାହା ଅତ୍ୟନ୍ତ ଭୟାବହ ଥିଲା । ସେହି ସମୟରେ ମୋର ପିଉସାଙ୍କର ମୃତ୍ୟୁ ହୋଇଥିଲା ।

ଆଖି ବୁଜିଲେ ସୁରେଶ ରାଇନାଙ୍କ ଭାଇ, ଅପରାଧୀଙ୍କୁ ଧରିବା ପାଇଁ ପୋଲିସକୁ ଅପିଲ କଲେ ଷ୍ଟାର ଖେଳାଳି

About the Author