• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha LifeStyle and Others
  • /ସୁଶାନ୍ତଙ୍କ ନକଲ ଏବେ ଟିକଟକରେ ଭାଇରାଲ

ସୁଶାନ୍ତଙ୍କ ନକଲ ଏବେ ଟିକଟକରେ ଭାଇରାଲ

ଟିକଟକରେ ଭାଇରାଲ ସୁଶାନ୍ତଙ୍କ ଅବିକଳ

Edited By:Zee Odisha Desk
Published: Jun 18, 2020, 03:18 PM IST|Updated: Jun 18, 2020, 03:20 PM IST
joinshare
ସୁଶାନ୍ତଙ୍କ ନକଲ ଏବେ ଟିକଟକରେ ଭାଇରାଲ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ବ୍ରହ୍ମପୁରରେ ‘ଡାଏରୀ’ ଟିମ୍, ଅର୍ଦ୍ଧେନ୍ଦୁଙ୍କୁ ଦେଖିବାକୁ ଜନ ସମୁଦ୍ର

    ବ୍ରହ୍ମପୁରରେ ‘ଡାଏରୀ’ ଟିମ୍, ଅର୍ଦ୍ଧେନ୍ଦୁଙ୍କୁ ଦେଖିବାକୁ ଜନ ସମୁଦ୍ର

    Ollywood4:40 PM IST
    2

    Top 10 News: ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ, ବିପୁଳ ମାଓ ସାମଗ୍ରୀ ଜବତ ଓ ଅନ୍ୟ ଖବର

    top 10 news today4:25 PM IST
    3

    Fifa World Cup 2026: ବିଶ୍ୱକପ୍ ମ୍ୟାଚ୍‌ରେ ଆଶ୍ଚର୍ଯ୍ୟଜନକ ଖବର, ଚୋରି ହୋଇଗଲା ଏହିଦଳର ଫୁଟବଲ ସ

    FIFA World Cup 20263:19 PM IST
    4

    Fifa World Cup 2026: ବୋଷ୍ଟନରୁ ଭାଇରାଲ ହେଲା ଏକ ଚମତ୍କାର ଭିଡିଓ...ଫୁଟବଲ ଖେଳି ଚର୍ଚ୍ଚାରେ ପୋ

    FIFA World Cup 20263:06 PM IST
    5

    ଡିଜିଟାଲ୍ ବ୍ୟବସାୟ ଭିତ୍ତିଭୂମି ନିର୍ମାଣ ପାଇଁ Peko ଏବଂ Kalp ମଧ୍ୟରେ MoU

    Odia NewsJun 14

    ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଖବର ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଶୋକରେ ବୁଡାଇ ରଖିଛି। ରାଜନେତାମାନଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତେବେ ଏହି ସମୟରେ ସୁଶାନ୍ତ ସିଂ ରାଜପୁତଙ୍କ ଅବିକଳ ଲୁକରେ ଆଉ ଜଣେ ଚରିତ୍ରଙ୍କୁ ଟିକଟକ(TikTok)ରେ ଦେଖିବାକୁ ମିଳିଛି। ଏହି ବ୍ୟକ୍ତିର ନାମ ସାକ୍କି ପାଦାୟା, ଯାହାର ଚେହେରା ସୁଶାନ୍ତ ସିଂ ରାଜପୁତଙ୍କ ଚେହେରା ସହିତ ମିଶି ଯାଉଥିବା ଦେଖିବାକୁ ମିଳିଛି । ଟିକଟକ(TikTok)ରେ ତାଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି ।

     

    ସାଇକି (Saqqy Padaya) ଟିକଟକ(TikTok)ରେ ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଭିଡିଓ ତିଆରି କରିଥିଲେ। ଯେଉଁଥିରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ପରି ଠିକ୍ ଚାଲୁଥିବାର ନଜର ଆସିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, 'ରେଷ୍ଟ ଇନ ପିସ ମାଇ ଆଇଡଲ'। ତାଙ୍କର ଏହି ଭିଡିଓ ସବୁ ସ୍ଥାନରେ ସେୟାର କରାଯାଉଛି । ଲୋକମାନେ ତାଙ୍କୁ ବଲିଉଡରେ ପ୍ରବେଶ କରାଇବାକୁ କହୁଛନ୍ତି।

     

    ୩ ଲକ୍ଷରୁ ଅଧିକ ଲାଇକ୍ ଏବଂ 2 ହଜାରରୁ ଅଧିକ କମେଣ୍ଟ ସହିତ ଟିକଟକରେ ବର୍ତ୍ତମାନ ପର୍ଯ୍ୟନ୍ତ ୭.୧ ମିଲିୟନ୍ ଭ୍ୟୁ ମିଳି ସାରିଛି। ସେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ଲେଖିଛନ୍ତି, 'ନମସ୍କାର ବନ୍ଧୁଗଣ, ମୁଁ କେଉଁଠାରୁ ଆରମ୍ଭ କରିବି ଜାଣିନାହିଁ, କିନ୍ତୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ମୁଁ ମୋର ଆଦର୍ଶ ସୁଶାନ୍ତ ସିଂ ରାଜପୁତଙ୍କୁ ଟିକଟକରେ ମୋର ଶ୍ରଦ୍ଧାଞ୍ଜଳିର ଏକ ଭିଡିଓ ପୋଷ୍ଟ କରିଥିଲି, ଯାହାକୁ ତୁମେ ଢେର ଭଲ ପାଇବା ଦେଇଥିଲେ । ଏହି ଭିଡିଓ ଏକ ଘଣ୍ଟା ମଧ୍ୟରେ ଭାଇରାଲ ହେଲା । ଏହା କେବଳ ମୋର ପ୍ରତିମା ସୁଶାନ୍ତ ସିଂ ରାଜପୁତ ସାର୍ ଏବଂ ଆପଣମାନଙ୍କ ଯୋଗୁଁ ସମ୍ଭବ ହୋଇଥିଲା । ଏଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।

    Add Zee News as a Preferred Source
    TAGS:
    Sushant Singh Rajput
    TikTok
    video viral
    Millions of views