ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା: ପଛଘୁଞ୍ଚା ଦେଲେ ଶେଖର, କହିଲେ ଏପରି କଥା...

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ ରାଜନେତା ଓ ଅଭିନେତା। ତେବେ ସିବିଆଇ ତଦନ୍ତ ଦାବି କରିଥିବା ଅଭିନେତା ଶେଖର ସୁମନ ନିଜ ଦାବିରୁ ପଛଘୁଞ୍ଚା ଦେଇଛନ୍ତି। ପୂର୍ବରୁ ସେ କେବଳ ଆତ୍ମହତ୍ୟା ମାମଲାରେ ସୀମିତ ରଖିବା ଭୁଲ ହେବ ବୋଲି କହିଥିଲେ।

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା:  ପଛଘୁଞ୍ଚା ଦେଲେ ଶେଖର, କହିଲେ ଏପରି କଥା...

About the Author