• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha LifeStyle and Others
  • /Sushanta Singh Rajput Death Case: ବିହାର ପୋଲିସକୁ ଇଡ଼ିର ଚିଠି

Sushanta Singh Rajput Death Case: ବିହାର ପୋଲିସକୁ ଇଡ଼ିର ଚିଠି

ଟ୍ରେଣ୍ଡ କରୁଛି #ShameOnMumbaiPolice

Edited ByZee Odisha Desk
Published: Jul 30, 2020, 04:10 PM IST|Updated: Jul 30, 2020, 04:10 PM IST
joinshare
Sushanta Singh Rajput Death Case: ବିହାର ପୋଲିସକୁ ଇଡ଼ିର ଚିଠି

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ‘ବନ୍ଦେ ମାତରମ୍ କ୍ୟାମ୍ପ’ର ଉଦ୍‌ଯାପନୀ ସମାରୋହ

    ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ‘ବନ୍ଦେ ମାତରମ୍ କ୍ୟାମ୍ପ’ର ଉଦ୍‌ଯାପନୀ ସମାରୋହ

    2

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିର୍ବାଚିତ ଛାତ୍ର ପ୍ରତିନିଧି, ସରପଞ୍ଚଙ୍କୁ ଦଶହରା ଭେଟି ଓ ଅନ୍ୟ ଖବର

    3

    ବିଳମ୍ବିତ ରାତିରେ ଘରେ ପଶିଲେ, ଝିଅ ବାହାଘର ପାଇଁ ରଖିଥିବା ସୁନା ଗହଣା ଲୁଟିଲେ

    4

    Mohan Charan Majhi:ଛାତ୍ର ସଂସଦ ନିର୍ବାଚନରେ ABVP ବିପୁଳ ବିଜୟ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍

    5

    Orissa High Court:ଦଶହରା ପାଇଁ ଏତେ ଦିନ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

    ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ(Sushanta Singh Rajput) ମୃତ୍ୟୁ ମାମଲା ଦିନକୁ ଦିନ ଅଡ଼ୁଆ ସୂତାରେ ଛନ୍ଦି ହୋଇ ପଡ଼ୁଛି। ମୁମ୍ବାଇ ପୋଲିସର ତଦନ୍ତ ଉପରେ ସୁଶାନ୍ତଙ୍କ ପ୍ରଶଂସକମାନେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସୋସିଆଲ ମିଡ଼ିଆରେ ମୁମ୍ବାଇ ପୋଲିସକୁ ବାରମ୍ବାର ସମାଲୋଚନା କରାଯାଉଛି। ମୁମ୍ବାଇ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି। ଫଳରେ ବ୍ୟାପକ ସମାଲୋଚନା ପାଇଁ ଟ୍ୱିଟରରେ #ShameOnMumbaiPolice ଅଧିକାଂଶ ସମୟରେ ଟ୍ରେଣ୍ଡିଂରେ ରହୁଥିବା ଦେଖିବାକୁ ମିଳୁଛି। 

    ସୁଶାନ୍ତ ସିଂହଙ୍କ ପିତା କୃଷ୍ଣକୁମାର ସିଂହଙ୍କ କହିବା ମୁତାବକ ତାଙ୍କ ପୁଅର ମୃତ୍ୟୁକୁ ୪୦ ଦିନରୁ ଊର୍ଦ୍ଧ୍ୱ ସମୟ ବିତିସାରିଲାଣି। କିନ୍ତୁ ମୁମ୍ବାଇ ପୋଲିସ ତଦନ୍ତରେ ସେଭଳି କୌଣସି ସଫଳତା ହାତେଇ ପାରିନାହିଁ। ଏଭଳି ହେବା ଦ୍ୱାରା ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ମୁମ୍ବାଇ ପୋଲିସ ଅପରାଧିକୁ ଜାଣିଛି ଆଉ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁନାହିଁ ବୋଲି କୃଷ୍ଣକୁମାର କହିଛନ୍ତି। ତେବେ ସେ ଯାହା ବି ହେଉ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଥିବା #ShameOnMumbaiPolice ଅଭିଯାନରେ ପ୍ରାୟ ୧୯ ହଜାର ଲୋକ ସାମିଲ ହୋଇ ସାରିଲେଣି। 

    ସେପଟେ ବିହାର ପୋଲିସ ମୁମ୍ବାଇରେ ପହଞ୍ଚି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଧ୍ୟ ମାଗିଛି ବିହାର ପୋଲିସ। ଏହା ସହିତ ମୁମ୍ବାଇରେ ରହୁଥିବା ସୁଶାନ୍ତଙ୍କ ଭଉଣୀଙ୍କୁ ମଧ୍ୟ ପଚରାଉଚୁରା ମଧ୍ୟ କରିସାରିଛି। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(Enforcement Directorate) ଦାଖଲ ହୋଇଥିବା ଏଫଆଇଆର କପିର ଏକ ନକଲ ମାଗିଥିବା ଜଣାପଡ଼ିଛି। 

     

     

    Add Zee News as a Preferred Source
    TAGS:
    Sushanta Singh Rajput
    Enforcement Directory
    Reah Chakroborty