Tejashwi Engagement: ହରିୟାଣାର ଝିଅ ହେବେ ଲାଲୁଙ୍କ ବୋହୂ; ଜାଣନ୍ତୁ କିଏ ଏହି ଯୁବତୀ?

Tejashwi Engagement: ତେଜସ୍ୱୀ ଯାଦବଙ୍କ ନିର୍ବନ୍ଧକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସୂଚନାନୁସାରେ ତେଜସ୍ୱୀ ଯାଦବଙ୍କ ନିର୍ବନ୍ଧରେ ଲାଲୁ ପ୍ରସାଦ ଯାଦବ, ମା' ରାବଡ଼ି ଦେବୀ, ମିସା ଭାରତୀଙ୍କ ସମେତ ତାଙ୍କ ପରିବାରର ଅନ୍ୟ ସମସ୍ତ ସଦସ୍ୟ ମାନେ ସାମିଲ ହେବେ ।

Tejashwi Engagement: ହରିୟାଣାର ଝିଅ ହେବେ ଲାଲୁଙ୍କ ବୋହୂ; ଜାଣନ୍ତୁ କିଏ ଏହି ଯୁବତୀ?

About the Author