ତେଲୁଗୁ ସୁପରଷ୍ଟାର ଜୟପ୍ରକାଶଙ୍କ ହୃଦଘାତରେ ମୃତ୍ୟୁ

ତେଲୁଗୁ ସୁପରଷ୍ଟାର ଜୟ ପ୍ରକାଶ ରେଡ୍ଡୀ(Jaya Prakash Reddy)ଙ୍କର ଆଜି ସକାଳେ ତାଙ୍କ ବାସଭବନରେ ଦେହାନ୍ତ ହୋଇ ଯାଇଛି । ୭୪ ବର୍ଷୀୟ ଜୟପ୍ରକାଶଙ୍କର ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ତାଙ୍କ ବାସଭବନରେ ହୃଦଘାତରେ ଆଜି ଦେହାନ୍ତ ହୋଇଛି। ସାଉଥ ସିନେ ଇଣ୍ଡଷ୍ଟ୍ରୀର ଅଭିନେତା ସୁଧୀର ବାବୁ ଟ୍ୱିଟ ଯୋଗେ ଏହି ସୂଚନା ଦେଇଥିଲେ। ସୁଧୀର ବାବୁ ଟ୍ୱିଟରରେ ଜୟ

ତେଲୁଗୁ ସୁପରଷ୍ଟାର ଜୟପ୍ରକାଶଙ୍କ ହୃଦଘାତରେ ମୃତ୍ୟୁ

About the Author