ଭାରତୀୟଙ୍କ ୧.୬୫ କୋଟି ଭିଡ଼ିଓ ଡିଲିଟ କଲା ଟିକଟକ

ଭାରତ ସରକାର ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପୂର୍ବରୁ ଟିକଟକ୍ ଦେଶରେ ସବୁଠାରୁ ଲୋକପ୍ରିୟ ଆପ୍ ଥିଲା। ଟିକଟକରେ ଆକ୍ଟିଭ ୟୁଜର୍ସ ଓ ରେଭିନ୍ୟୁ ଦୃଷ୍ଟିରୁ ମୋଟାମୋଟି ଭାବେ ସମଗ୍ର ବିଶ୍ୱରେ ଭାରତରେ ୧ ନମ୍ବର ରହିଥିଲା. ଏପରିକି ଟିକଟକରେ ଭାରତୀୟଙ୍କର ସର୍ବାଧିକ ଭିଡ଼ିଓ ରହିଥିଲା.

ଭାରତୀୟଙ୍କ ୧.୬୫ କୋଟି ଭିଡ଼ିଓ ଡିଲିଟ କଲା ଟିକଟକ

About the Author