Today Horoscope: ଏହି ୫ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ! ଏମାନଙ୍କ ପାଇଁ ରହିବ ଶୁଭ,ଜାଣଙ୍କୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

Horoscope Today 12 December 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଡିସେମ୍ବର ୧୨ ହେଉଛି ଶୁକ୍ରବାର। ଆଜିର ଦିନଟି ମାଆ ସନ୍ତୋଷୀଙ୍କ ଲାଗି ଉତ୍ସର୍ଗିକୃତ। ତେବେ,ଆସନ୍ତୁ ଜାଣିବା ସନ୍ତୋଷୀଙ୍କ କୃପାରୁ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...

Today Horoscope: ଏହି ୫ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ! ଏମାନଙ୍କ ପାଇଁ ରହିବ ଶୁଭ,ଜାଣଙ୍କୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

About the Author