Today Horoscope: ଆଜି ଏହି ୫ ରାଶିଙ୍କ ପାଇଁ ବଢିପାରେ ଅଡୁଆ!ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

Horoscope Today 29 January 2026: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୨୯ ହେଉଛି ଗୁରୁବାର। ଆଜିର ଦିନଟି ପ୍ରଭୁ ବିଷ୍ଣୁଙ୍କ ଲାଗି ସମର୍ପିତ। ତେବେ,ଆସନ୍ତୁ ଜାଣିବା ବିଷ୍ଣୁଙ୍କ କୃପାରୁ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...

Today Horoscope: ଆଜି ଏହି ୫ ରାଶିଙ୍କ ପାଇଁ ବଢିପାରେ ଅଡୁଆ!ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

About the Author